ଦେବଗଡ: ତିଳେଇବଣି ବନାଞ୍ଚଳରେ ୩ ହାତୀଙ୍କ ମୃତଦେହ ଠାବ

ଦେବଗଡ: ଦେବଗଡ ବନଖଣ୍ଡ ତିଳେଇବଣି ସେକ୍ସନରେ ରବିବାର ୩ଟି ହାତୀଙ୍କ ମୃତଦେହ ଗୋଟିଏ ସ୍ଥାନରୁ ଉଦ୍ଧାର କରାଯାଇଛି। ପ୍ରଭାଶୁଣି ରିଜର୍ଭ ଜଙ୍ଗଲର ଅସୁରଖୋଳ ଗ୍ରାମ ନିକଟ ଜଙ୍ଗଲର ଦୁମଦୁମିଠାରେ ଏହି ୩ଟି ହାତୀର ମୃତଦେହ ମିଳିଛି। ଆଜି ଅସୁରଖୋଳ ଗାଁର କିଛି ମହିଳା ଶିଆଳିପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀଗୁଡିକ ମରିପଡିଥିବା ଦେଖିବାକୁ ପାଇଥିଲେ। ମୃତ ହାତୀଙ୍କ ମଧ୍ୟରେ ଏକ ଛୁଆ ରହିଛି। ସୂଚନାଯୋଗ୍ୟ, ଗତ ରବିବାର ଦିନ ଗୋଟିଏ ମାଇ ହାତୀକୁ ଏହି ଗ୍ରାମ […]

3-elephant-dead

3-elephant-dead

Rakesh Mallick
  • Published: Sunday, 12 June 2016
  • Updated: 12 June 2016, 09:44 PM IST

Sports

Latest News

3-elephant-deadଦେବଗଡ: ଦେବଗଡ ବନଖଣ୍ଡ ତିଳେଇବଣି ସେକ୍ସନରେ ରବିବାର ୩ଟି ହାତୀଙ୍କ ମୃତଦେହ ଗୋଟିଏ ସ୍ଥାନରୁ ଉଦ୍ଧାର କରାଯାଇଛି। ପ୍ରଭାଶୁଣି ରିଜର୍ଭ ଜଙ୍ଗଲର ଅସୁରଖୋଳ ଗ୍ରାମ ନିକଟ ଜଙ୍ଗଲର ଦୁମଦୁମିଠାରେ ଏହି ୩ଟି ହାତୀର ମୃତଦେହ ମିଳିଛି। ଆଜି ଅସୁରଖୋଳ ଗାଁର କିଛି ମହିଳା ଶିଆଳିପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀଗୁଡିକ ମରିପଡିଥିବା ଦେଖିବାକୁ ପାଇଥିଲେ। ମୃତ ହାତୀଙ୍କ ମଧ୍ୟରେ ଏକ ଛୁଆ ରହିଛି।

ସୂଚନାଯୋଗ୍ୟ, ଗତ ରବିବାର ଦିନ ଗୋଟିଏ ମାଇ ହାତୀକୁ ଏହି ଗ୍ରାମ ନିକଟରୁ ଅସୁସ୍ଥ ଅବସ୍ଥାରେ ଠାବ କରାଯାଇଥିଲା। ହାତୀଟିର ପାଟିରେ ଘା’ ଯୋଗୁଁ ଖାଦ୍ୟ ନ ଖାଇ ପାରି ଦୁର୍ବଳ ହୋଇଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ହାତୀଟିର ମୃତ୍ୟୁ ଘଟିଥିଲା।

ଆଜି ପୁଣି ସେହି ଗ୍ରାମ ନିକଟରୁ ୩ଟି ହାତୀଙ୍କ ମୃତଦେହ ମିଳିବା ଏଠାରେ ହାତୀ ପଲ ରହୁଥିବା ଓ ସେମାନେ ବିପଦରେ ଥିବାକୁ ସୂଚାଉଛି। କୌଣସି ରୋଗରେ ହାତୀଗୁଡିକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଅନୁମାନ କରାଯାଉଛି।

ବନ ବିଭାଗ ନିୟମିତ ହାତୀଙ୍କ ଯାତାୟତର ଖବର ରଖୁଥିବା ଦାବି କରୁଥିବା ବେଳେ ତିନି ତିନି ହାତୀ ଗୋଟିଏ ସ୍ଥାନରେ ମରିବା ଖବର କିପରି ପାଇଲା ନାହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ସହିତ ହାତୀ ରହୁଥିବା ସ୍ଥାନରେ ପାନୀୟଜଳ ଅଭାବ ଦେଖିବାକୁ ମିଳିଛି। ଏପରି ସ୍ଥଳରେ ହାତୀମାନେ ଜଳାଭାବରୁ ବା ସଂକ୍ରମଣ କାରଣରୁ ମରିଛନ୍ତି ତାହା ତଦନ୍ତ ପରେ ଜଣା ପଡିବ।

ତିଳେଇବଣି ସେକ୍ସନ ଫରେଷ୍ଟର ମହେନ୍ଦ୍ର ସାହୁ କହିଛନ୍ତି, “ଆମେ ଅନୁମାନ କରୁଛୁ ତିଳେଇବଣି ସେକ୍ସନରେ କିଛି ରୋଗ ବ୍ୟାପିଛି। ସେହି କାରଣରୁ ଆଜି ୩ଟି ଓ ଗତ ୫ ତାରିଖରେ ଗୋଟିଏ ହାତୀ ମରିଛନ୍ତି। ହାତୀ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story