ଭଦ୍ରକର ୩ଟି ହୋଟେଲ୍‌ ସିଲ୍

ଭଦ୍ରକ (ପାର୍ଥ ସାରଥୀ ନାୟକ): ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ସହରର ୩ ହୋଟେଲ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ ଗତକାଲି ରାତିରେ ଏହି ୩ଟି ହୋଟେଲ ସିଲ୍‌ କରିଛନ୍ତି। ସେହି ହୋଟେଲଗୁଡ଼ିକ ହେଲା ଡାଲଚିନି, ସ୍ୱାଦ ଓ ଆଞ୍ଚଲ। ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସିରେ ସକାଳ ୫ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ନିୟମ ରହିଛି। ସେହିପରି ଦିନ ଗୋଟାଏରୁ ସକାଳ […]

bhafrak9

bhafrak9

Tapaswini Nayak
  • Published: Thursday, 23 July 2020
  • Updated: 23 July 2020, 08:19 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ସହରର ୩ ହୋଟେଲ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ ଗତକାଲି ରାତିରେ ଏହି ୩ଟି ହୋଟେଲ ସିଲ୍‌ କରିଛନ୍ତି। ସେହି ହୋଟେଲଗୁଡ଼ିକ ହେଲା ଡାଲଚିନି, ସ୍ୱାଦ ଓ ଆଞ୍ଚଲ।

ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସିରେ ସକାଳ ୫ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ନିୟମ ରହିଛି। ସେହିପରି ଦିନ ଗୋଟାଏରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ବଳବତ୍ତର ରହୁଛି। ହେଲେ ଉକ୍ତ ୩ଟି ହୋଟେଲ ଗତକାଲି ରାତିରେ ଖୋଲା ରହିଥିଲା। ଉପ ଜିଲ୍ଲାପାଳ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହୋଟେଲଗୁଡ଼ିକୁ ସିଲ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story