୩ମାସ ମଧ୍ୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ପଦବୀ ପୂରଣ କରାଯିବ: ଉଚ୍ଚ ଶିକ୍ଷାମନ୍ତ୍ରୀ

ସମ୍ବଲପୁର: ୩ମାସ ମଧ୍ୟରେ ଗଙ୍ଗ।ଧର ମେହେର ବିଶ୍ୱ ବିଦ୍ୟାଳୟର ସମସ୍ତ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ କରାଯିବ। ଏଥିପାଇଁ ଓପିଏସସି ଜରିଆରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସରିଛି । ଆଜି ଗଙ୍ଗ।ଧର ମେହେର ବିଶ୍ୱବିଦ୍ୟାଳୟକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅଚାନକ ପରିଦର୍ଶନରେ ଯାଇ ଏହା କହିଛନ୍ତି। ଏହାଛଡା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଗସ୍ତ ସମୟରେ ସେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗକୁ ଯାଇ ପାଠପଢା ବ୍ୟବସ୍ଥାର ଅନୁଧ୍ୟାନ କରିବା […]

smb1

smb1

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 06:03 PM IST

Sports

Latest News

ସମ୍ବଲପୁର: ୩ମାସ ମଧ୍ୟରେ ଗଙ୍ଗ।ଧର ମେହେର ବିଶ୍ୱ ବିଦ୍ୟାଳୟର ସମସ୍ତ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ କରାଯିବ। ଏଥିପାଇଁ ଓପିଏସସି ଜରିଆରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସରିଛି । ଆଜି ଗଙ୍ଗ।ଧର ମେହେର ବିଶ୍ୱବିଦ୍ୟାଳୟକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅଚାନକ ପରିଦର୍ଶନରେ ଯାଇ ଏହା କହିଛନ୍ତି। ଏହାଛଡା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଗସ୍ତ ସମୟରେ ସେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗକୁ ଯାଇ ପାଠପଢା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story