ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ: ମଦ ଓ ଟଙ୍କା ବାଣ୍ଟି ତିନି ଅଟକ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ। ମଦ ଟଙ୍କା ବାଣ୍ଟୁଥିବା ବେଳେ ତିନି ଜଣଙ୍କୁ କାବୁ କରି ପୁଲିସ ଜିମାରେ ଦେଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ମୟୂରଝାଲିଆ ଗାଁରେ। ପୁଲିସ ଅଟକ ରଖିଥିବା ବ୍ୟକ୍ତିମାନେ ହେଲେ ମୟୂରଝାଲିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର କଳସ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ ତ୍ରିପାଠୀ, ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ ନଣ୍ଡା ମହାରଣା। ଏହି ତିନି ଜଣଙ୍କୁ  ଅଟକ […]

nayagarh

nayagarh

Tapaswini Nayak
  • Published: Thursday, 17 February 2022
  • Updated: 17 February 2022, 04:19 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ। ମଦ ଟଙ୍କା ବାଣ୍ଟୁଥିବା ବେଳେ ତିନି ଜଣଙ୍କୁ କାବୁ କରି ପୁଲିସ ଜିମାରେ ଦେଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ମୟୂରଝାଲିଆ ଗାଁରେ। ପୁଲିସ ଅଟକ ରଖିଥିବା ବ୍ୟକ୍ତିମାନେ ହେଲେ ମୟୂରଝାଲିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର କଳସ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ ତ୍ରିପାଠୀ, ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ ନଣ୍ଡା ମହାରଣା। ଏହି ତିନି ଜଣଙ୍କୁ  ଅଟକ ରଖି  ପଚରାଉଚରା କରୁଛି  ଚାନ୍ଦପୁର ଥାନା ପୁଲିସ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ମୟୂରଝାଲିଆ ପଞ୍ଚାୟତର  ଭୋଟ ଗ୍ରହଣ କରାଯିବ। ତା’ ପୂର୍ବରୁ  ଗତକାଲି ବିଳମ୍ବିତ ରାତିରେ ମୟୂରଝାଲିଆ ଗାଁରେ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ, ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ ନଣ୍ଡା ରଣପୁର ମୟୂରଝାଲିଆ ପଞ୍ଚାୟତକୁ ଯାଇ ମଦ ଓ ଟଙ୍କା ବାଣ୍ଟୁଥିଲେ। ଏହି ସମୟରେ ଗ୍ରାମବାସୀ  ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି  ସେମାନଙ୍କ ଠାରୁ ୧୦ଲିଟର ଦେଶୀ  ଓ ବିଦେଶୀ ମଦ ସହ ୨ଟି ବାଇକ ଜବତ କରିଥିଲା। ପୁଲିସ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି  ଓ ଏହି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story