୩ରୁ ୬ ମାସ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବସନ୍ତ: ଡାକ୍ତର

ଆନନ୍ଦପୁର: ବିରିଡ଼ିହା ଗାଁର ବସନ୍ତ ସାହୁଙ୍କର ଚିକିତ୍ସା କଟକ ସ୍ଥିତ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଆରମ୍ଭ ହୋଇଛି। ଉପଯୁକ୍ତ ଚିକିତ୍ସା ପରେ ୩ରୁ ୬ ମାସ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏହା ଜାଣିବା ପରେ ପରିବାର ଲୋକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ସ୍ୱାମୀ ସୁସ୍ଥ ହୋଇଯିବ ବୋଲି ଡାକ୍ତର ଭରସା ଦେବା ପରେ ପତ୍ନୀ ସୁଷମାରାଣୀଙ୍କ ମନରେ ମରିଯାଇଥିବା ଆଶା ପୁଣି ଉଜ୍ଜୀବିତ ହୋଇଛି। ବୁଧବାର ବସନ୍ତ […]

basanta

basanta

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 05:19 PM IST

ଆନନ୍ଦପୁର: ବିରିଡ଼ିହା ଗାଁର ବସନ୍ତ ସାହୁଙ୍କର ଚିକିତ୍ସା କଟକ ସ୍ଥିତ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଆରମ୍ଭ ହୋଇଛି। ଉପଯୁକ୍ତ ଚିକିତ୍ସା ପରେ ୩ରୁ ୬ ମାସ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏହା ଜାଣିବା ପରେ ପରିବାର ଲୋକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ସ୍ୱାମୀ ସୁସ୍ଥ ହୋଇଯିବ ବୋଲି ଡାକ୍ତର ଭରସା ଦେବା ପରେ ପତ୍ନୀ ସୁଷମାରାଣୀଙ୍କ ମନରେ ମରିଯାଇଥିବା ଆଶା ପୁଣି ଉଜ୍ଜୀବିତ ହୋଇଛି।

ବୁଧବାର ବସନ୍ତ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଭର୍ତ୍ତି ହେବା କ୍ଷଣି ବିଭାଗୀୟ ମୁଖ୍ୟଙ୍କ  ତତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ସେ ମାନସିକ ରୋଗ ସ୍କିଜେଫେନିଆର ନେଗେଟିଭ ଷ୍ଟଟ ବା ରେସିଡୁଆଲ ଷ୍ଟେଟରେ ପୀଡିତ ଅଛନ୍ତି। ଉପଯୁକ୍ତ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯିବେ ବୋଲି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନୀଳମାଧବ ରଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story