ଜୟପୁର: ୩ ବର୍ଷର ଶିଶୁ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ସନ୍ଦେହ

ଜୟପୁର: କୋରାପୁଟ୍‌ ଜିଲ୍ଲା ଜୟପୁର ଅନ୍ତର୍ଗତ ମେଦିରୀ ସାହିର ସୁବାସ ମୁଦୁଲିଙ୍କ ୩ ବର୍ଷର ପୁଅ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ସୁବାସଙ୍କ ପୁଅକୁ ଜ୍ୱର ହେବାରୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ଘଟି ନ ଥିଲା। ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ସତ୍ତ୍ୱେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ […]

japanese-encephalitis

japanese-encephalitis

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 11:02 PM IST

Sports

Latest News

japanese-encephalitisଜୟପୁର: କୋରାପୁଟ୍‌ ଜିଲ୍ଲା ଜୟପୁର ଅନ୍ତର୍ଗତ ମେଦିରୀ ସାହିର ସୁବାସ ମୁଦୁଲିଙ୍କ ୩ ବର୍ଷର ପୁଅ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି।

ସୁବାସଙ୍କ ପୁଅକୁ ଜ୍ୱର ହେବାରୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ଘଟି ନ ଥିଲା। ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ସତ୍ତ୍ୱେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଘଟିବାରୁ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତଖାନାକୁ ସ୍ଥାନାନ୍ତରିତ କରିବାକୁ ଶିଶୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର ମୁଦୁଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story