‘ଗାଁକୁ ଯିବ ଇଣ୍ଟରନେଟ୍‌: ୩ ବର୍ଷରେ ଡିଜିଟାଲ ଓଡ଼ିଶା’

ଭୁବନେଶ୍ୱର: ଆସନ୍ତା ୩ ବର୍ଷରେ ସବୁ ଗାଁକୁ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ। ଏଥିପାଇଁ ୧୫ଟି ଜିଲ୍ଲାରେ କାମ ସରିଲାଣି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି। ଆଜି ଭୁବନେଶ୍ୱରରେ ଇଭେଣ୍ଟ-ଇନ୍‌ଫୋକମ୍‌, ଆଡଭାଣ୍ଟେଜ ଓଡ଼ିଶା-୨୦୧୭ର ଉଦ୍‌ଘାଟିତ ହୋଇଛି। ଡିଜିଟାଲ ଓଡ଼ିଶା ଗଠନ ଲକ୍ଷ୍ୟରେ ଆୟୋଜିତ ଏହି ଇଭେଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏଥିରେ ସାରା ଦେଶରୁ ୨୫୦ରୁ ଅଧିକ ପ୍ରତିନିଧି ଓ ୧୦୦ରୁ ଅଧିକ ସରକାରୀ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ […]

naveen

naveen

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 06:32 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୩ ବର୍ଷରେ ସବୁ ଗାଁକୁ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ। ଏଥିପାଇଁ ୧୫ଟି ଜିଲ୍ଲାରେ କାମ ସରିଲାଣି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି।

ଆଜି ଭୁବନେଶ୍ୱରରେ ଇଭେଣ୍ଟ-ଇନ୍‌ଫୋକମ୍‌, ଆଡଭାଣ୍ଟେଜ ଓଡ଼ିଶା-୨୦୧୭ର ଉଦ୍‌ଘାଟିତ ହୋଇଛି। ଡିଜିଟାଲ ଓଡ଼ିଶା ଗଠନ ଲକ୍ଷ୍ୟରେ ଆୟୋଜିତ ଏହି ଇଭେଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ଏଥିରେ ସାରା ଦେଶରୁ ୨୫୦ରୁ ଅଧିକ ପ୍ରତିନିଧି ଓ ୧୦୦ରୁ ଅଧିକ ସରକାରୀ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ଓକାକ୍‌ ଓ ଏବିପି ଗ୍ରୁପ୍‌ ଆୟୋଜନ କରିଥିଲା।

ରାଜ୍ୟର ଉଦ୍ୟୋଗ ଶିଳ୍ପର ବିକାଶ ଓ ନିଯୁକ୍ତି ସୁଯୋଗ ଲକ୍ଷ୍ୟରେ ଚାଲିଥିବା ଏହି ଇଭେଣ୍ଟର ଥିମ୍‌ ‘ବିଲଡିଂ ଏ ଡିଜିଟାଲ ଓଡ଼ିଶା’ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story