୩୦ଟି ଜିଲ୍ଲାର ୫୦୬ଟି ଗାଁକୁ ଗଡ଼ିବ ‘ବିଜୁ ଗାଁ ଗାଡ଼ି’

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ବିଜୁ ଗାଁ ଗାଡ଼ି ଯୋଜନା ସଂପ୍ରସାରିତ ହେବ। ସମସ୍ତ ୩୦ଟି ଜିଲ୍ଲାର ମୋଟ ୫୦୬ଟି ଗାଁକୁ ଏହି ଗାଡ଼ି ଗଡିବ। ଏହା ସହିତ ମାଓପ୍ରବଣ ଜିଲ୍ଲାରେ ଗାଡ଼ି ସଂଖ୍ୟା ୫୭ରୁ ୧୦୦କୁ ବଢ଼ାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ୧୭ଟି ଜିଲ୍ଲାରେ ୩୩୧ଟି ଗାଁକୁ ବିଜୁ ଗାଁ ଗାଡ଼ି ଚାଲୁଛି। ବାଣିଜ୍ୟ ଓ ପରିବହନ […]

ramesh majhi

ramesh majhi

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 09:56 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ବିଜୁ ଗାଁ ଗାଡ଼ି ଯୋଜନା ସଂପ୍ରସାରିତ ହେବ। ସମସ୍ତ ୩୦ଟି ଜିଲ୍ଲାର ମୋଟ ୫୦୬ଟି ଗାଁକୁ ଏହି ଗାଡ଼ି ଗଡିବ। ଏହା ସହିତ ମାଓପ୍ରବଣ ଜିଲ୍ଲାରେ ଗାଡ଼ି ସଂଖ୍ୟା ୫୭ରୁ ୧୦୦କୁ ବଢ଼ାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ୧୭ଟି ଜିଲ୍ଲାରେ ୩୩୧ଟି ଗାଁକୁ ବିଜୁ ଗାଁ ଗାଡ଼ି ଚାଲୁଛି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କଲେଜ୍ ସ୍ତରରେ କ୍ୟାମ୍ପ କରାଯାଇ ଛାତ୍ରଛାତ୍ରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ। ଏଥିଯୋଗୁଁ ଦୁର୍ଘଟଣା କମିବ। ସେହିପରି ଟ୍ରେନ୍ ଲାଇନ୍ ନଥିବା ୭ଟି ଜିଲ୍ଲାରେ ଏସପିଭି ଜରିଆରେ ରେଳ ଚଳାଚଳ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story