ଭୁବନେଶ୍ୱରରୁ ଆଜି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର):ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨୦୬ ଓ ଲୋକାଲ୍ କଣ୍ଟାକ୍ଟରୁ ୧୧୧ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟ ବିହାର ଅଞ୍ଚଳରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହି-୯, ବ୍ରହ୍ମେଶ୍ୱରପାଟଣା ଓ କଳିଙ୍ଗନଗରରୁ ୬ ଲେଖାଏଁ ଚିହ୍ନଟ ହୋଇଛନ୍ତି। https://twitter.com/bmcbbsr/status/1297493004572188674?s=20 ରିଜର୍ଭ ପୋଲିସରୁ ୯ ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟ ଅଗ୍ନିଶମ ବାହିନୀର ୪ କରୋନା […]

corona

corona

Tapas Behera
  • Published: Sunday, 23 August 2020
  • Updated: 23 August 2020, 07:14 PM IST

Sports

Latest News

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର):ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨୦୬ ଓ ଲୋକାଲ୍ କଣ୍ଟାକ୍ଟରୁ ୧୧୧ ଚିହ୍ନଟ ହୋଇଛନ୍ତି।

ଆଚାର୍ଯ୍ୟ ବିହାର ଅଞ୍ଚଳରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହି-୯, ବ୍ରହ୍ମେଶ୍ୱରପାଟଣା ଓ କଳିଙ୍ଗନଗରରୁ ୬ ଲେଖାଏଁ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1297493004572188674?s=20

ରିଜର୍ଭ ପୋଲିସରୁ ୯ ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟ ଅଗ୍ନିଶମ ବାହିନୀର ୪ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଯାବତ୍ ଭୁବନେଶ୍ୱରରେ ୭୩୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୪୩୮୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ପେରିଛନ୍ତି।  ଏବେବି ୨୯୦୧ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story