ଦାଦନ ଯନ୍ତାରୁ ମୁକୁଳିଲେ ୩୩ ଶ୍ରମିକ, ତଥାପି ଘରଠାରୁ ବହୁ ଦୂରରେ

ପଦ୍ମପୁର (ଓଡ଼ିଶା ରିପୋର୍ଟର): ତେଲେଙ୍ଗାନାରେ ଇଟା ଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଥିବା ୩୩ ଓଡ଼ିଆ ଦାଦନ ଶ୍ରମିକ ମୁକୁଳିଛନ୍ତି। ତଥାପି ସେମାନେ ନିଜ ଘରଠାରୁ ବହୁ ଦୂରରେ ଅଛନ୍ତି। ଓଡ଼ିଶା ସରକାର ତେଲେଙ୍ଗାନା ପୁଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରିଛି। ଏବେ ସେମାନଙ୍କୁ ତେଲେଙ୍ଗାନାର ଏକ ପୁଲିସ୍‌ ଷ୍ଟେସନରେ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ଉପ ଜିଲ୍ଲାପାଳ। ପେଟପାଟଣା ପାଇଁ ଗତବର୍ଷ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ନିଜ ପରିବାର […]

labour000-750x430

labour000-750x430

Tapaswini Nayak
  • Published: Friday, 28 February 2020
  • Updated: 28 February 2020, 04:58 PM IST

Sports

Latest News

ପଦ୍ମପୁର (ଓଡ଼ିଶା ରିପୋର୍ଟର): ତେଲେଙ୍ଗାନାରେ ଇଟା ଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଥିବା ୩୩ ଓଡ଼ିଆ ଦାଦନ ଶ୍ରମିକ ମୁକୁଳିଛନ୍ତି। ତଥାପି ସେମାନେ ନିଜ ଘରଠାରୁ ବହୁ ଦୂରରେ ଅଛନ୍ତି। ଓଡ଼ିଶା ସରକାର ତେଲେଙ୍ଗାନା ପୁଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରିଛି। ଏବେ ସେମାନଙ୍କୁ ତେଲେଙ୍ଗାନାର ଏକ ପୁଲିସ୍‌ ଷ୍ଟେସନରେ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ଉପ ଜିଲ୍ଲାପାଳ।

ପେଟପାଟଣା ପାଇଁ ଗତବର୍ଷ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ନିଜ ପରିବାର ଧରି ତେଲେଙ୍ଗାନା ଚାଲିଯାଇଥିଲେ। ସେମାନେ ପେଟାପଲ୍ଲୀର ଇଟାଭାଟିରେ କାମ କରୁଥିଲେ। ଦିନ ରାତି କାମ କରୁଥିଲେ ମଧ୍ୟ ଇଟା ଭାଟି ମାଲିକ ସେମାନଙ୍କୁ ମଜୁରି ଦେଉ ନ ଥିଲା। ଏପରିକି ଖାଇବା ପାଇଁ ଠିକ୍‌ ଦେଉଥିଲା। ଦେହ ଖରାପ ହେଲେ ଇଟାଭାଟି ମାଲିକ ଡାକ୍ତରଖାନାକୁ ଯିବାକୁ ଅନୁମତି ଦେଉନଥିଲେ। ଦିନକୁ ଦିନ ଶ୍ରମିକଙ୍କ ଉପରେ ନିର୍ଯାତନା ବଢ଼ିଚାଲିଲା। ଶେଷର ଶ୍ରମିକମାନେ ଭିଡିଓ ଜାରି କରି ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚେଇଁ ଶୋଇଥିବା ଜିଲ୍ଲା ପ୍ରଶାସନର ଚେତା ଫେରିଥିଲା। ଆଉ ଫସି ରହିଥିବା ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଶେଷରେ ତେଲେଙ୍ଗାନାରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ଆବଶ୍ୟକ କାଗଜପତ୍ର କାମ ସରିବା ପରେ ଆଜି କିମ୍ୱା ଆସନ୍ତାକାଲି ସେମାନଙ୍କୁ ଘରକୁ ଫେରାଇ ଅଣାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story