୩୩ଟି ମାଛ ବିକ୍ରି ହେଲା କୋଟିଏ ଟଙ୍କାରେ

ଜଳେଶ୍ୱର (ଅଜିତ ଦାସ): ୩୩ଟି ମାଛ ବିକ୍ରି ହେଲା କୋଟିଏ ଟଙ୍କାରେ। ଶୁଣି ଆଶ୍ଚର୍ଯ୍ୟ  ଲାଗୁଥିଲେ ମଧ୍ୟ କଥାଟା ସତ। ବାଲେଶ୍ୱର ଜିଲ୍ଲା ଦିଘା ମୁହାଣରୁ କିଛି ମତ୍ସ୍ୟଜୀବୀ ଧରିଥିବା ୩୩ଟି ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କାରେ ବିକ୍ରି କରିଛନ୍ତି। ବଜାରରେ ତେଲିଆ ଭୋଲା ମାଛର କିଲୋ ପ୍ରତି ଦର ୧୨,୬୦୦ ଟଙ୍କା ରହିଛି। ମା’ ବସନ୍ତୀ ନାମକ ଏକ ଟ୍ରେଲରେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ଗତକାଲି ସେମାନେ ୩୩ଟି ଭୋଲା […]

fish

fish

Tapaswini Nayak
  • Published: Wednesday, 27 October 2021
  • Updated: 27 October 2021, 09:30 AM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ୩୩ଟି ମାଛ ବିକ୍ରି ହେଲା କୋଟିଏ ଟଙ୍କାରେ। ଶୁଣି ଆଶ୍ଚର୍ଯ୍ୟ  ଲାଗୁଥିଲେ ମଧ୍ୟ କଥାଟା ସତ।

ବାଲେଶ୍ୱର ଜିଲ୍ଲା ଦିଘା ମୁହାଣରୁ କିଛି ମତ୍ସ୍ୟଜୀବୀ ଧରିଥିବା ୩୩ଟି ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କାରେ ବିକ୍ରି କରିଛନ୍ତି। ବଜାରରେ ତେଲିଆ ଭୋଲା ମାଛର କିଲୋ ପ୍ରତି ଦର ୧୨,୬୦୦ ଟଙ୍କା ରହିଛି।

ମା’ ବସନ୍ତୀ ନାମକ ଏକ ଟ୍ରେଲରେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ଗତକାଲି ସେମାନେ ୩୩ଟି ଭୋଲା ମାଛ ଧରି ଫେରିଥିଲେ। ପରେ ସେଗୁଡ଼ିକୁ କୋଲକାତାର ଏକ କମ୍ପାନୀକୁ ବିକ୍ରି କରି ଦିଆଯାଇଥିଲା।

ଏହି ମାଛକୁ ବିଦେଶକୁ ରପ୍ତାନୀ କରାଯାଇଥାଏ। ସେଠାରେ ଏହି ମାଛରେ ମେଡିସିନ ତିଆରି ହୋଇଥାଏ ବୋଲି ଜଣାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos