ପଣସ ଖାଇ ୩୫ ଛାତ୍ରଙ୍କୁ ଝାଡ଼ାବାନ୍ତି !

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଡୁମ୍ବୁରିନେଲି ସଦର ପଞ୍ଚାୟତରେ ଥିବା ଦଣ୍ଡାପୋଡ଼ା କେବିକେ ଛାତ୍ର ନିବାସରେ ୩୫ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ହଷ୍ଟେଲରେ ଛାତ୍ରମାନେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଆଜି ସକାଳେ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ସ୍କୁଲ ପରିସରରେ ରହିଥିବା ପଣସ […]

student

student

Tapaswini Nayak
  • Published: Friday, 08 July 2022
  • Updated: 08 July 2022, 01:19 PM IST

Sports

Latest News

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଡୁମ୍ବୁରିନେଲି ସଦର ପଞ୍ଚାୟତରେ ଥିବା ଦଣ୍ଡାପୋଡ଼ା କେବିକେ ଛାତ୍ର ନିବାସରେ ୩୫ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ହଷ୍ଟେଲରେ ଛାତ୍ରମାନେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଆଜି ସକାଳେ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଗତକାଲି ସନ୍ଧ୍ୟାରେ ସ୍କୁଲ ପରିସରରେ ରହିଥିବା ପଣସ ଗଛରୁ ପାଚିଲା ପଣସ ଆଣି ଛାତ୍ରମାନେ ଖାଇଥିଲେ। ଛାତ୍ରମାନେ ପଣସ ଖାଇବା ଦ୍ୱାରା ସେମାନଙ୍କୁ  ଝାଡ଼ାବାନ୍ତି ହୋଇଥିବା ସ୍କୁଲର ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ଛାତ୍ରମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି।

ଦଣ୍ଡାପୋଡ଼ା କେବିକେ ଛାତ୍ର ନିବାସରେ୪୦ ଜଣ ଛାତ୍ର ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story