୨୦୨୧ ଜଳବାୟୁ ରିପୋର୍ଟ- ବଜ୍ରପାତ ନେଇଛି ଓଡ଼ିଶାରେ ସବୁଠୁ ଅଧିକ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ବଜ୍ରପାତଜନିତ ମୃତ୍ୟୁକୁ ନେଇ ଆଇଏମଡି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟ ଅନୁସାରେ ବଜ୍ରପାତରେ ଓଡ଼ିଶାରେ ଗତ ବର୍ଷ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଛି।  ୨୦୨୧ ମସିହାରେ ରାଜ୍ୟରେ ବଜ୍ରପାତରେ ୨୧୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦ୍ୱିତୀୟ ସ୍ଥାନରେ ମଧ୍ୟପ୍ରଦେଶ ରହିଛି।  ବଜ୍ରପାତରେ ମଧ୍ୟପ୍ରଦେଶରୁ ୧୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ବିହାରରୁ ୮୯, ମହାରାଷ୍ଟ୍ରରୁ ୭୬,  ପଶ୍ଚିମବଙ୍ଗରୁ ୫୮, ଝାଡ଼ଖଣ୍ଡରୁ ୫୪, ୟୁପିରୁ ୪୯ […]

lighting-strike

lighting-strike

Tapaswini Nayak
  • Published: Saturday, 15 January 2022
  • Updated: 15 January 2022, 12:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ବଜ୍ରପାତଜନିତ ମୃତ୍ୟୁକୁ ନେଇ ଆଇଏମଡି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟ ଅନୁସାରେ ବଜ୍ରପାତରେ ଓଡ଼ିଶାରେ ଗତ ବର୍ଷ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଛି।  ୨୦୨୧ ମସିହାରେ ରାଜ୍ୟରେ ବଜ୍ରପାତରେ ୨୧୩ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ଦ୍ୱିତୀୟ ସ୍ଥାନରେ ମଧ୍ୟପ୍ରଦେଶ ରହିଛି।  ବଜ୍ରପାତରେ ମଧ୍ୟପ୍ରଦେଶରୁ ୧୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ବିହାରରୁ ୮୯, ମହାରାଷ୍ଟ୍ରରୁ ୭୬,  ପଶ୍ଚିମବଙ୍ଗରୁ ୫୮, ଝାଡ଼ଖଣ୍ଡରୁ ୫୪, ୟୁପିରୁ ୪୯ ଓ ରାଜସ୍ଥାନରୁ ୪୮ ଜଣଙ୍କର ମୃତ୍ୟୁ ଘଟିଛି।

ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟ ଅନୁସାରେ,ଗତବର୍ଷ ଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ, ବନ୍ୟା ଓ ଭୂସ୍ଖଳନ ହୋଇଛି ।  ପ୍ରାକୃତିକ ଦୁର୍ବିପାକରେ ମହାରାଷ୍ଟ୍ରରେ ସର୍ବାଧିକ ୩୪୦ଜଣଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos