ପେନସନ୍ ଓ ଚିକିତ୍ସା ଭତ୍ତା ପାଉଛନ୍ତି ୩୮୦ଜଣ ପୂର୍ବତନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟର  ୩୮୦ଜଣ ପୂର୍ବତନ ବିଧାୟକଙ୍କୁ ମାସିକ ପେନସନ୍ ଓ ଚିକିତ୍ସା ଭତ୍ତା ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ଏହି ପୂର୍ବତନ ବିଧାୟକମାନଙ୍କ ମଧ୍ୟରେ ମୋଟ ୫୩ଜଣ ବିଧାୟକ ଏଭଳି ଅଛନ୍ତି ଯେଉଁମାନେକି ମାସିକ ୫୦ହଜାର ଟଙ୍କାରୁ ଅଧିକ ପେନସନ ପାଉଥିବାବେଳେ ୭ଜଣଙ୍କର ମାସିକ ପେନସନ ୭୦ହଜାର ଟଙ୍କା ରହିଛି। ସୂଚନାକର୍ମୀ ପ୍ରଦୀପ ପ୍ରଧାନଙ୍କୁ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାର ଗତ ସପ୍ତାହରେ ଦେଇଥିବା ତଥ୍ୟ ଅନୁସାରେ, ୩୮୦ଜଣ ପୂର୍ବତନ ବିଧାୟକଙ୍କୁ […]

money

money

Tapas Behera
  • Published: Tuesday, 24 November 2020
  • Updated: 24 November 2020, 10:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟର  ୩୮୦ଜଣ ପୂର୍ବତନ ବିଧାୟକଙ୍କୁ ମାସିକ ପେନସନ୍ ଓ ଚିକିତ୍ସା ଭତ୍ତା ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ଏହି ପୂର୍ବତନ ବିଧାୟକମାନଙ୍କ ମଧ୍ୟରେ ମୋଟ ୫୩ଜଣ ବିଧାୟକ ଏଭଳି ଅଛନ୍ତି ଯେଉଁମାନେକି ମାସିକ ୫୦ହଜାର ଟଙ୍କାରୁ ଅଧିକ ପେନସନ ପାଉଥିବାବେଳେ ୭ଜଣଙ୍କର ମାସିକ ପେନସନ ୭୦ହଜାର ଟଙ୍କା ରହିଛି।
ସୂଚନାକର୍ମୀ ପ୍ରଦୀପ ପ୍ରଧାନଙ୍କୁ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାର ଗତ ସପ୍ତାହରେ ଦେଇଥିବା ତଥ୍ୟ ଅନୁସାରେ, ୩୮୦ଜଣ ପୂର୍ବତନ ବିଧାୟକଙ୍କୁ ପେନସନ୍ ସହ ମାସିକ ୨ହଜାର ଟଙ୍କାର ମେଡିକାଲ ଆଲାଉନ୍ସ(ଚିକିତ୍ସା ଭତ୍ତା) ପ୍ରଦାନ କରାଯାଉଛି। ଏହି ବିଧାୟକମାନଙ୍କୁ ସର୍ବନିମ୍ନ ୩୦ହଜାର ଓ ସର୍ବାଧିକ ୭୦ହଜାର ଟଙ୍କା ପେନସନ ମିଳୁଛି। ଏବାବଦରେ ରାଜ୍ୟ ରାଜକୋଷରୁ ମାସିକ ପ୍ରାୟ ୨୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ଜଣାପଡ଼ିଛି।
ସର୍ବାଧିକ ୭୦ହଜାର ଟଙ୍କା ପେନସନ ପାଉଥିବା ପୂର୍ବତନ ବିଧାୟକଙ୍କ ମଧ୍ୟରେ ହେମାନନ୍ଦ ବିଶ୍ୱାଳ,ଡମ୍ବୁରଧର ଉଲାକା, ସୁରେନ୍ଦ୍ରନାଥ ନାୟକ, ଭି.ସୁଜ୍ଞାନୀକୁମାରୀ ଦେଓ,ବିଜୟଶ୍ରୀ ରାଉତରାୟ,ହୃଷିକେଶ ନାୟକ, ଡାକ୍ତର ଦାମୋଦର ରାଉତ ରହିଛନ୍ତି। ସେହିପରି ଯୋଗେନ୍ଦ୍ର ବେହେରା, ମଙ୍ଗଳା କିଷାନ, ମହେଶ୍ୱର ମହାନ୍ତି,ରାମକୃଷ୍ଣ ପଟ୍ଟନାୟକ, ଦୁର୍ଯ୍ୟୋଧନ ମାଝୀ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମାସିକ ୬୮ହଜାର ଟଙ୍କା ପେନସନ ମିଳୁଥିବାବେଳେ ବିଜୟ ମହାପାତ୍ରଙ୍କୁ ୫୮ହଜାର ଟଙ୍କା ଓ ଦିଲ୍ଲୀପ ରାୟଙ୍କୁ ୫୦ହଜାର ଟଙ୍କା ମାସିକ ପେନସନ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story