୩ ଦିନ ମଧ୍ୟରେ ମୁଁ ଇସ୍ତଫା ଦେବି: ବିଷ୍ଣୁ ଦାସ

ଭୁବନେଶ୍ୱର: ଜଣେ ବ୍ୟକ୍ତି ଦୁଇଟି ପଦରେ ରହିପାରିବ ନାହିଁ। ୨ରୁ ୩ ଦିନ ମଧ୍ୟରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଇସ୍ତଫା ଦେଇ ଦେବି । ଆଜି ରାଜ୍ୟ ଯୋଜନା ବୋର୍ଡର ନବନିଯୁକ୍ତ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଏହା କହିଛନ୍ତି। ବିଜେଡିର ଉପ ସଭାପତି ଦାମୋଦର ରାଉତ କହିଛନ୍ତି,“ ବିଜୁ  ବାବୁ  ଓ ନନ୍ଦିନୀ ଦେବୀଙ୍କ ପରି ଭଳି ନେତା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଅଳଙ୍କୃତ କରିଥିଲେ। ବିଷ୍ଣୁ ବାବୁ ନିଶ୍ଚୟ ସେହିଭଳି ଯୋଗ୍ୟ ବ୍ୟକ୍ତି […]

Bishnu-Das-bjd

Bishnu-Das-bjd

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 07:41 PM IST

Sports

Latest News

ଭୁବନେଶ୍ୱର: ଜଣେ ବ୍ୟକ୍ତି ଦୁଇଟି ପଦରେ ରହିପାରିବ ନାହିଁ। ୨ରୁ ୩ ଦିନ ମଧ୍ୟରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଇସ୍ତଫା ଦେଇ ଦେବି । ଆଜି ରାଜ୍ୟ ଯୋଜନା ବୋର୍ଡର ନବନିଯୁକ୍ତ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଏହା କହିଛନ୍ତି।

ବିଜେଡିର ଉପ ସଭାପତି ଦାମୋଦର ରାଉତ କହିଛନ୍ତି,“ ବିଜୁ  ବାବୁ  ଓ ନନ୍ଦିନୀ ଦେବୀଙ୍କ ପରି ଭଳି ନେତା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଅଳଙ୍କୃତ କରିଥିଲେ। ବିଷ୍ଣୁ ବାବୁ ନିଶ୍ଚୟ ସେହିଭଳି ଯୋଗ୍ୟ ବ୍ୟକ୍ତି ବୋଲି ତାଙ୍କ ସେହି ପଦବୀରେ ବସାଯାଇଛି।”

ସେ ଆହୁରି କହିଛନ୍ତି,“ଯୋଜନା ବୋର୍ଡ ଅଧ୍ୟକ୍ଷ ଜଣେ ପ୍ରବୀଣ ବ୍ୟକ୍ତି ହୋଇଥିବା ଆବଶ୍ୟକ। ବିଷ୍ଣୁ ବାବୁଙ୍କ ନିକଟରେ ନିଶ୍ଚୟ ତାହା ଥିବାରୁ ତାଙ୍କ ଏହି ପଦବୀରେ ବସା ଯାଇଛି।”

ଗତକାଲି  ବିଷ୍ଣୁ ଦାସଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ  ନିଯୁକ୍ତ ମିଳିଥିଲା। ରାଜ୍ୟସଭା ସଦସ୍ୟ ଏନ୍.ଭାସ୍କର ରାଓଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଏହାର ସହ ବିଷ୍ଣୁ ଦାସଙ୍କୁ ବିଜେଡି ଦଳିତ ସେଲର ଆବାହକ ଭାବେ ନିୟୁକ୍ତ ମିଳିଛି। ଅନ୍ୟପକ୍ଷରେ ବିଷ୍ଣୁ ଦାସ ସାଂସଦ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ  କିଏ ରାଜ୍ୟ ସଭାକୁ ଯିବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story