ବନ୍ଧୁକ ଦେଖାଇ ଲୁଟିନେଲେ ୪ଲକ୍ଷ ୬୦ହଜାର ଟଙ୍କା

ନରସିଂହପୁର(ଦିଲୀପ ପଣ୍ଡା): କଟକ ଜିଲ୍ଲା କାନପୁର ଥାନା ରିଷିପଡ଼ା ଛକ ନିକଟରୁ ୨ ମଦ ଦୋକାନ କର୍ମଚାରୀଙ୍କଠାରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରିଷିପଡ଼ା ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀ ଦୋକାନ ବନ୍ଦ କରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ। […]

loot-bid00088888888888

loot-bid00088888888888

Tapaswini Nayak
  • Published: Monday, 09 March 2020
  • Updated: 09 March 2020, 09:12 AM IST

Sports

Latest News

ନରସିଂହପୁର(ଦିଲୀପ ପଣ୍ଡା): କଟକ ଜିଲ୍ଲା କାନପୁର ଥାନା ରିଷିପଡ଼ା ଛକ ନିକଟରୁ ୨ ମଦ ଦୋକାନ କର୍ମଚାରୀଙ୍କଠାରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ରିଷିପଡ଼ା ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀ ଦୋକାନ ବନ୍ଦ କରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ। ଏନେଇ ଦୁଇ କର୍ମଚାରୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story