ବଜ୍ରାଘାତରେ ୪ ମଇଁଷି ମୃତ

ବୋୖଦ୍ଧ (ଓଡ଼ିଶା ରିପୋର୍ଟର):  ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଲଣ୍ତାପଦର ଗ୍ରାମରେ ବଜ୍ରାଘାତ ଯୋଗୁଁ ୪ଟି ମଇଁଷିଙ୍କ ମୃତ୍ୟୁ ହୋଇଛି ।ମୃତ ମଇଁଷିଙ୍କ ଅନୁମାନିକ ମୂଲ୍ୟ ୧ଲକ୍ଷ ପାଖାପାଖି ହେବ ବୋଲି ଜଣାଯାଇଛି । ଖବର ପାଇଁ ଘଣ୍ଟାପଡା ଏଲ.ଆଇ ପ୍ରଜ୍ଞାସିନୀ ପ୍ରଧାନ ଘଟଣା ସ୍ଥଳକୁ ଯାଇ ତଦାରଖ କରିଥିଲେ। ବୁଧବାର ହେମନ୍ତ ରଣା ମଇଁଷି ମାନଙ୍କୁ ଗୋଟିଏ ଗଛତଲେ ବାନ୍ଧିଥିଲେ । ଅପରାହ୍ନ ୫ଟା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା।  […]

lighting

lighting

Tapaswini Nayak
  • Published: Thursday, 01 October 2020
  • Updated: 01 October 2020, 08:07 AM IST

ବୋୖଦ୍ଧ (ଓଡ଼ିଶା ରିପୋର୍ଟର):  ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଲଣ୍ତାପଦର ଗ୍ରାମରେ ବଜ୍ରାଘାତ ଯୋଗୁଁ ୪ଟି ମଇଁଷିଙ୍କ ମୃତ୍ୟୁ ହୋଇଛି ।ମୃତ ମଇଁଷିଙ୍କ ଅନୁମାନିକ ମୂଲ୍ୟ ୧ଲକ୍ଷ ପାଖାପାଖି ହେବ ବୋଲି ଜଣାଯାଇଛି । ଖବର ପାଇଁ ଘଣ୍ଟାପଡା ଏଲ.ଆଇ ପ୍ରଜ୍ଞାସିନୀ ପ୍ରଧାନ ଘଟଣା ସ୍ଥଳକୁ ଯାଇ ତଦାରଖ କରିଥିଲେ।

ବୁଧବାର ହେମନ୍ତ ରଣା ମଇଁଷି ମାନଙ୍କୁ ଗୋଟିଏ ଗଛତଲେ ବାନ୍ଧିଥିଲେ । ଅପରାହ୍ନ ୫ଟା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା।  ବଜ୍ରାଘାତ ହେବା ଫଳରେ ହେମନ୍ତ ରଣାଙ୍କ ଗୋଟିଏ ଗର୍ଭଣୀ ମଇଁଷି, ଗୋଟିଏ ବର୍ଷକ  ଛୁଆ ଓ ଦୁଇଟି ପୋଢ (ଅଣ୍ଡିରା ମଇଁଷି)ର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story