ମାଲକାନଗିରି: ୪ ଦଫା ଦାବି ନେଇ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି। ପାଣି, ବିଦ୍ୟୁତ, ମୋବାଇଲ ସେବା ଓ ରାସନକାର୍ଡ ବନ୍ଦ ଡାକରାର ମୁଖ୍ୟ ପ୍ରସଙ୍ଗ ରହିଛି। ଆଜି ସକାଳେ ମାଲକାନଗିରିରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।