ରାୟଗଡା: କାଶିପୁରରେ ମ୍ୟାଲେରିଆରେ ୪ ମୃତ

ରାୟଗଡା: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମାଇକଞ୍ଚ ପଞ୍ଚାୟତରେ ମ୍ୟାଲେରିଆରେ ଏକ ସପ୍ତାହ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମୁକ୍ତା ଦିସାରୀ, ପଦ୍ମନାଭ ପୂଜାରୀ, ସୁବର୍ଣ୍ଣ ସାକୁ ଓ ଦୟମତି ଝଡିଆ। ତେବେ ଗତ ୨୬ ତାରିଖ ଦିନ ଏହି ଅଞ୍ଚଳକୁ ଡାକ୍ତରୀ ଦଳ ପହଞ୍ଚି ପରୀକ୍ଷାନିରିକ୍ଷା କରିଥିଲେ। ଏବଂ ଏହିଠାରେ କାହାରି ଦେହରେ ମ୍ୟାଲେରିଆ ଭୂତାଣୁ ନାହିଁ ବୋଲି କହିଥିଲେ। ଯାହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି। ସେପଟେ ଏବେବି […]

Anopheles_stephensi

Anopheles_stephensi

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 07:47 PM IST

ରାୟଗଡା: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମାଇକଞ୍ଚ ପଞ୍ଚାୟତରେ ମ୍ୟାଲେରିଆରେ ଏକ ସପ୍ତାହ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମୁକ୍ତା ଦିସାରୀ, ପଦ୍ମନାଭ ପୂଜାରୀ, ସୁବର୍ଣ୍ଣ ସାକୁ ଓ ଦୟମତି ଝଡିଆ।

ତେବେ ଗତ ୨୬ ତାରିଖ ଦିନ ଏହି ଅଞ୍ଚଳକୁ ଡାକ୍ତରୀ ଦଳ ପହଞ୍ଚି ପରୀକ୍ଷାନିରିକ୍ଷା କରିଥିଲେ। ଏବଂ ଏହିଠାରେ କାହାରି ଦେହରେ ମ୍ୟାଲେରିଆ ଭୂତାଣୁ ନାହିଁ ବୋଲି କହିଥିଲେ। ଯାହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି।

ସେପଟେ ଏବେବି ଅନେକ ଲୋକ ଜ୍ୱରରେ ପିଡିତ ଅଛନ୍ତି। ଭ୍ରାମ୍ୟମାଣ ଡାକ୍ତରୀ ଦଳ ଆଉ କିଛି ରକ୍ତ ନମୂନା ପରୀକ୍ଷା ପଠାଯାଇଥିବା କହିଛନ୍ତି କାଶିପୁର ମୋବାଇଲ ହେଲ୍‌ଥ କେୟାର ୟୁନିଟ୍‌ର ଡାକ୍ତର ରାମ ପ୍ରସାଦ ମହାପାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story