କାର୍‌ ଧକ୍କାରେ ୪ ଆହତ; ମଦ ଜବତ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ହାଇସ୍କୁଲ୍‌ ନିକଟରେ ୫୭ନମ୍ବର ଜାତୀୟ ରାଜପଥରେ କାର୍‌ ଧକ୍କାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଓଡଗାଁର ରଶ୍ମୀତା ବିଷୋୟୀ, ଗୋଧିପଡ଼ାର ସୁମନ୍ତ ସାମଲ ଓ ହେମନ୍ତ ଏବଂ ଉଦୟପୁରର ସତ୍ୟସୁନ୍ଦର ପ୍ରଧାନ। ଗତକାଲି ରାତି ପ୍ରାୟ ୧୧ଟା ବେଳେ କାର୍‌ଟି ପ୍ରଥମେ ରଶ୍ମୀତାଙ୍କୁ ଧକ୍କା ଦେଇଥିଲା। ସେ ପୁରୁଣାକଟକ ହାଇସ୍କୁଲ୍‌ ନିକଟରେ ଏକ ଘରୋଇ ବସ୍‌ରୁ […]

car,,,accident

car,,,accident

Tapaswini Nayak
  • Published: Wednesday, 15 May 2019
  • Updated: 15 May 2019, 09:23 AM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ହାଇସ୍କୁଲ୍‌ ନିକଟରେ ୫୭ନମ୍ବର ଜାତୀୟ ରାଜପଥରେ କାର୍‌ ଧକ୍କାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଓଡଗାଁର ରଶ୍ମୀତା ବିଷୋୟୀ, ଗୋଧିପଡ଼ାର ସୁମନ୍ତ ସାମଲ ଓ ହେମନ୍ତ ଏବଂ ଉଦୟପୁରର ସତ୍ୟସୁନ୍ଦର ପ୍ରଧାନ।

ଗତକାଲି ରାତି ପ୍ରାୟ ୧୧ଟା ବେଳେ କାର୍‌ଟି ପ୍ରଥମେ ରଶ୍ମୀତାଙ୍କୁ ଧକ୍କା ଦେଇଥିଲା। ସେ ପୁରୁଣାକଟକ ହାଇସ୍କୁଲ୍‌ ନିକଟରେ ଏକ ଘରୋଇ ବସ୍‌ରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। କାର୍‌ଟି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିବା ବେଳେ ପ୍ରାୟ ୫୦ ମିଟର ଦୂରରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ସୁମନ୍ତ, ହେମନ୍ତ ଓ ସତ୍ୟସୁନ୍ଦର ଆହତ ହୋଇଥିଲେ।

ଦୁର୍ଘଟଣା ପରେ କାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ୍ କାର୍‌ ସହ ସେଥିରେ ଥିବା ମଦ ଜବତ କରିଛି। ଡ୍ରାଇଭର ନିସାଶକ୍ତ ଅବସ୍ଥାରେ ଏହି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story