୪୫ କେଜି ଗଞ୍ଜେଇ ଜବତ: ୪ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଧରା ପଡ଼ିଲା ଗଞ୍ଜେଇ ଚୋରା ଚାଲାଣ। ଭୁବନେଶ୍ୱର ସ୍ଥିତ ସାଇ ମନ୍ଦିର ଛକରୁ କାର୍‌ ସହ ୪୫ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ୍‌। ଏହି ଗଞ୍ଜେଇ ଫୁଲବାଣୀରୁ ପୁରୀକୁ ଚାଲାଣ ହେଉଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।