୪୫ କେଜି ଗଞ୍ଜେଇ ଜବତ: ୪ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଧରା ପଡ଼ିଲା ଗଞ୍ଜେଇ ଚୋରା ଚାଲାଣ। ଭୁବନେଶ୍ୱର ସ୍ଥିତ ସାଇ ମନ୍ଦିର ଛକରୁ କାର୍‌ ସହ ୪୫ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ୍‌। ଏହି ଗଞ୍ଜେଇ ଫୁଲବାଣୀରୁ ପୁରୀକୁ ଚାଲାଣ ହେଉଥିଲା।

ganja

ganja

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 09:30 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଧରା ପଡ଼ିଲା ଗଞ୍ଜେଇ ଚୋରା ଚାଲାଣ। ଭୁବନେଶ୍ୱର ସ୍ଥିତ ସାଇ ମନ୍ଦିର ଛକରୁ କାର୍‌ ସହ ୪୫ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ୍‌। ଏହି ଗଞ୍ଜେଇ ଫୁଲବାଣୀରୁ ପୁରୀକୁ ଚାଲାଣ ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos