ପିଏମଜିରେ ୪୮୮ବର୍ଗ ଅନୁଦାନପ୍ରାପ୍ତ ଅଧ୍ୟାପକଙ୍କ ବିଶାଳ ସମାବେଶ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ବୁଧବାର ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀମାନେ ବିଶାଳ ସମାବେଶ କରିଛନ୍ତି। ମନ୍ତ୍ରୀସ୍ତରୀୟ ବୈଠକ ବସିବାର ଦିନକ ପୂର୍ବରୁ ଅଧ୍ୟାପକ ଓ କର୍ମଚାରୀମାନେ ଆଜି ହଜାର ହଜାର ଅଧ୍ୟାପକ ଓ ଅଧ୍ୟାପିକା ମାଷ୍ଟାରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବ୍ୟାରିକେଡ ପର୍ଯ୍ୟନ୍ତ ଯାଇଥିଲେ। ସମାବେଶକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି। ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦାବିରେ ଦୀର୍ଘଦିନରୁ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି। […]

striking-teacher

striking-teacher

Rakesh Mallick
  • Published: Wednesday, 24 February 2016
  • Updated: 24 February 2016, 04:10 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ବୁଧବାର ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀମାନେ ବିଶାଳ ସମାବେଶ କରିଛନ୍ତି। ମନ୍ତ୍ରୀସ୍ତରୀୟ ବୈଠକ ବସିବାର ଦିନକ ପୂର୍ବରୁ ଅଧ୍ୟାପକ ଓ କର୍ମଚାରୀମାନେ ଆଜି ହଜାର ହଜାର ଅଧ୍ୟାପକ ଓ ଅଧ୍ୟାପିକା ମାଷ୍ଟାରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବ୍ୟାରିକେଡ ପର୍ଯ୍ୟନ୍ତ ଯାଇଥିଲେ। ସମାବେଶକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି। ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦାବିରେ ଦୀର୍ଘଦିନରୁ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଆସନ୍ତାକାଲି ମନ୍ତ୍ରୀସ୍ତ୍ରରୀୟ ବୈଠକରେ ଯଦି ସରକାର ଦାବି ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ଆସନ୍ତା ଯୁକ୍ତଦୁଇ ପରୀକ୍ଷା ଓ ଖାତା ମୂଲ୍ୟାୟନ ବର୍ଜନ କରାଯିବ ବୋଲି ସଂଘ ଉପସଭାପତି ଆଦିତ୍ୟ ପ୍ରସାଦ ରଥ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos