୪ରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ରାଜ୍ୟରେ ବଢିବ ଶୀତ ପ୍ରକୋପ। ଭୁବନେଶ୍ୱର ଆଞ୍ଚଳିକ ପାଣିପଗ ବିଭାଗ  ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ତିନି ଧରି ସର୍ବନିମ୍ନ ତାପମାତ୍ରାରେ ହ୍ରାସ ପରିଲିକ୍ଷିତ ହୋଇଛି। ଏହା ଏବେ ବଜାୟ ରହିବ। ତେବେ ୪ ତାରିଖରୁ ଶୀତ ବଢିବ ବୋଲି ବିଭାଗ ପୂର୍ବାନୁମାନ କରିଛି। କାରଣ ଆକାଶ ମେଘମୁକ୍ତ ରହିବ। ଯାହାକି ରାତିରେ ତାପମାତ୍ରା କମିବା ପାଇଁ ଅନୁକୂଳ ହେବ। ଏବେ ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ […]

sharatsahoo

sharatsahoo

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 10:57 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ରାଜ୍ୟରେ ବଢିବ ଶୀତ ପ୍ରକୋପ। ଭୁବନେଶ୍ୱର ଆଞ୍ଚଳିକ ପାଣିପଗ ବିଭାଗ  ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ତିନି ଧରି ସର୍ବନିମ୍ନ ତାପମାତ୍ରାରେ ହ୍ରାସ ପରିଲିକ୍ଷିତ ହୋଇଛି। ଏହା ଏବେ ବଜାୟ ରହିବ। ତେବେ ୪ ତାରିଖରୁ ଶୀତ ବଢିବ ବୋଲି ବିଭାଗ ପୂର୍ବାନୁମାନ କରିଛି। କାରଣ ଆକାଶ ମେଘମୁକ୍ତ ରହିବ। ଯାହାକି ରାତିରେ ତାପମାତ୍ରା କମିବା ପାଇଁ ଅନୁକୂଳ ହେବ। ଏବେ ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ଅନୁଭୂତ ହେଉଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି ଯେ ଦୁଇ ତିନି ଦିନ ହେଲାଣି ତାପାମାତ୍ର କମିଛି। ତାପାମାତ୍ର ୧୮-୨୧ ଡିଗ୍ରୀ ମଧ୍ୟରେ ରହୁଛି। ତେବେ ଆସନ୍ତା ୪ ତାରିଖରୁ ଶୀତ ବଢ଼ିବ। କାରଣ ଏବେ ରାଜ୍ୟରେ ଯେଉଁ ଟ୍ରାପଲାଇନ୍ ସୃଷ୍ଟି ହୋଇଛି ତାହା ଆସନ୍ତାକାଲିଠାରୁ ଦୂରେଇ ଯିବା ସହିତ ଆକାଶ ମେଘ ମୁକ୍ତ ରହିବ। ଦିନ ବେଳେ ତାପମାତ୍ରା ବୃଦ୍ଧି ପାଇବ ଓ ରାତିରେ ତାପମାତ୍ର କମିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story