୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବାଲୁକାକଳାରେ ବିଦାୟ ଦେଲେ ସୁଦର୍ଶନ

ପୁରୀ: ୫୦୦ ଓ ୧୦୦ ଟଙ୍କିଆ ନୋଟ୍‌ ନେଇ ପୁରୀ ବେଳାଭୂମିରେ ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା କରିଛନ୍ତି। ଦୀର୍ଘଦିନ ଧରି ସାଧାରଣ ଲୋକଙ୍କ ଜୀବନ ଜୀବିକା ସହ ଜଡିତ ଥିବା ଏହି ନୋଟ୍‌କୁ ଫୁଲମାଳ ଦେଇ ବିଦାୟ ଦେଇଛନ୍ତି। ସୁଦର୍ଶନ କଳାଧନର ବିନାଶ ଘଟିବାର ଦୃଶ୍ୟକୁ ନିଖୁଣ ଭାବେ ଫୁଟାଇଥିବା ବେଳେ ନୂଆ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟକୁ ସ୍ୱାଗତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସେ ବାଲୁକାକଳା ମାଧ୍ୟମରେ […]

sand-arts

sand-arts

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 03:20 PM IST

Sports

Latest News

ପୁରୀ: ୫୦୦ ଓ ୧୦୦ ଟଙ୍କିଆ ନୋଟ୍‌ ନେଇ ପୁରୀ ବେଳାଭୂମିରେ ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା କରିଛନ୍ତି। ଦୀର୍ଘଦିନ ଧରି ସାଧାରଣ ଲୋକଙ୍କ ଜୀବନ ଜୀବିକା ସହ ଜଡିତ ଥିବା ଏହି ନୋଟ୍‌କୁ ଫୁଲମାଳ ଦେଇ ବିଦାୟ ଦେଇଛନ୍ତି।

ସୁଦର୍ଶନ କଳାଧନର ବିନାଶ ଘଟିବାର ଦୃଶ୍ୟକୁ ନିଖୁଣ ଭାବେ ଫୁଟାଇଥିବା ବେଳେ ନୂଆ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟକୁ ସ୍ୱାଗତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସେ ବାଲୁକାକଳା ମାଧ୍ୟମରେ ପ୍ରଶଂସା କରିବା ସହ ଏହା ଏକ ସୁନ୍ଦର ରାଷ୍ଟ୍ର ଗଠନରେ ସହାୟକ ହେବା ନେଇ ସଚେତନତା ସୃଷ୍ଟି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos