ଏକା ସାଙ୍ଗରେ ଦାନ୍ତ ଘଷିଲେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଦିନ ସକାଳୁ ସକାଳୁ ଭୁବନେଶ୍ୱରର ୟୁନିଟ୍-୮ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ଏକ କୌତୁହଳପୂର୍ଣ୍ଣ ଦୃଶ୍ୟ। ୫୦୦ରୁ ଅଧିକ ଛାତ୍ରଛାତ୍ରୀ ହାତରେ ଟୁଥ୍‌ବ୍ରସ୍ ଆଉ ଟୁଥ୍ ପେଷ୍ଟ ଧରି ଦାନ୍ତ ଘଷିବାରେ ଲାଗିପଡ଼ିଥିଲେ। ଯଦିଓ ଦାନ୍ତ ଘଷା ଶେଷ କରି ସେମାନେ ସ୍କୁଲ୍ ଆସିବା କଥା, କିନ୍ତୁ ଆଜିର ଘଟଣା ଥିଲା ଟିକିଏ ଅଲଗା। ଛାତ୍ରଛାତ୍ରୀମାନେ ସ୍କୁଲ୍‌ରେ ଆଉ ଥରେ ଏକା ସାଙ୍ଗରେ ଦାନ୍ତ ଘଷିଥିଲେ। […]

school

school

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 04:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଦିନ ସକାଳୁ ସକାଳୁ ଭୁବନେଶ୍ୱରର ୟୁନିଟ୍-୮ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ଏକ କୌତୁହଳପୂର୍ଣ୍ଣ ଦୃଶ୍ୟ। ୫୦୦ରୁ ଅଧିକ ଛାତ୍ରଛାତ୍ରୀ ହାତରେ ଟୁଥ୍‌ବ୍ରସ୍ ଆଉ ଟୁଥ୍ ପେଷ୍ଟ ଧରି ଦାନ୍ତ ଘଷିବାରେ ଲାଗିପଡ଼ିଥିଲେ। ଯଦିଓ ଦାନ୍ତ ଘଷା ଶେଷ କରି ସେମାନେ ସ୍କୁଲ୍ ଆସିବା କଥା, କିନ୍ତୁ ଆଜିର ଘଟଣା ଥିଲା ଟିକିଏ ଅଲଗା। ଛାତ୍ରଛାତ୍ରୀମାନେ ସ୍କୁଲ୍‌ରେ ଆଉ ଥରେ ଏକା ସାଙ୍ଗରେ ଦାନ୍ତ ଘଷିଥିଲେ। ହେଲେ କାହିଁକି?

ପ୍ରକୃତ କଥାଟି ହେଲା- ଏହା କୌଣସି ଟୁଥ୍‌ପେଷ୍ଟ କଂପାନୀର ବିଜ୍ଞାପନ କୌଶଳ ନଥିଲା, ବରଂ ସ୍କୁଲର ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିନ କରାଯାଇଥିବା ଏକ ଅଭିନବ କାର୍ଯ୍ୟକ୍ରମ ‘Good Morning With Healthy Teeth’। ସ୍କୁଲ୍ ପିଲାମାନଙ୍କୁ ଦାନ୍ତ ଘଷିବାର ସଠିକ କୌଶଳ ଶିଖାଇବାକୁ ଏହା ଥିଲା ଏକ କର୍ମଶାଳା। ସ୍କୁଲର ଜଣେ ପୁରାତନ ଛାତ୍ର ତଥା ସେନା ବାହିନୀର ଅବସରପ୍ରାପ୍ତ ଦନ୍ତ ଚିକିତ୍ସକ ମେଜର ସ୍ୱରୂପ କୁମାର ରାଉତ ତାଙ୍କର ସହକର୍ମୀମାନଙ୍କ ସହିତ ପିଲାମାନଙ୍କୁ ଦେଇଥିଲେ ପ୍ରଶିକ୍ଷଣ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନଶିକ୍ଷୟିତ୍ରୀ ବିଥିଳା ରାୟ କହିଥିଲେ ଯେ ଛାତ୍ରଛାତ୍ରୀମାନ ଶରୀରର ଅନ୍ୟାନ୍ୟ ଅଂଶ ସହିତ ନିଜ ଦାନ୍ତର ମଧ୍ୟ ଉପଯୁକ୍ତ ଯତ୍ନ ନେବା ଉଚିତ। ଖାଲି ଟୁଥ୍‌ପେଷ୍ଟ ଓ ବ୍ରସ୍ କିଣି ଯେକୌଣସି ପ୍ରକାରେ ଦାନ୍ତ ଘଷି ଦେଲେ ଚଳିବ ନାହିଁ। ଏଥିପାଇଁ ସଠିକ କୌଶଳ ପ୍ରୟୋଗ କରାଯିବା ଉଚିତ।

ସେହିଭଳି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୁରାତନ ଛାତ୍ର ସଂସଦର ସଭାପତି ଅମୀୟ ପଣ୍ଡା କହିଥିଲେ ଯେ ସ୍କୁଲରେ ହେବାକୁ ଥିବା ରାଷ୍ଟ୍ର ନିର୍ମାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହିପରି ବର୍ଷ ତମାମ ବିଭିନ୍ନ ନିଆରା ପଦକ୍ଷେପ ଗ୍ରହଣ କରାଯିବ ଯାହା ଛାତ୍ରଛାତ୍ରୀ ଓ ସ୍କୁଲ୍ ପାଇଁ ସହାୟକ ହେବ।

teethଏହି ସମୂହ ଦାନ୍ତଘଷା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ଦାନ୍ତ ପରୀକ୍ଷା ମଧ୍ୟ କରାଯାଇଥିଲା।

ପୁରାତନ ଛାତ୍ର ସଂସଦ ପକ୍ଷରୁ କ୍ଷିତିରଞ୍ଜନ ମିଶ୍ର, ବିଭୂତି ଭୂଷଣ ଦାଶ, ପ୍ରଫୁଲ୍ଲ ପଣ୍ଡା, ଭୁବନ ପଟ୍ଟନାୟକ, ବିକ୍ରମ ମହାପାତ୍ର, ହିମାଂଶୁ ରଥ, ରାଜେଶ ଆଚାର୍ଯ୍ୟ ଓ ଦୟାନିଧି ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story