୫୦୦ ଥାନାର ହେବ ଆଧୁନୀକିକରଣ

ଭୁବନେଶ୍ୱର: ରାଜ୍ୟର ୫୦୦ ଥାନାକୁ ଆଧୁନୀକିକରଣ କରାଯିବା ନେଇ ଆଲୋଚନା ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏସବୁ ଥାନାରେ କମ୍ପ୍ୟୁଟର ସହ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଥାନା ଗୁଡିକର ସମସ୍ତ ତଥ୍ୟ ଯେମିତି ଅନଲାଇନ୍‌ରେ ରହିବ ସେ ବ୍ୟବସ୍ଥା କରାଯିବାକୁ ବୈଠକରେ ଆଲୋଚନା ହୋଇଛି। ଏହାସହ ଅପରାଧିକ ତଥ୍ୟ ସଂଗ୍ରହରେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର, ଟ୍ରାକିଂ ବ୍ୟବସ୍ଥାକୁ ଅଧିକ […]

kb-shing

kb-shing

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 10:29 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ୫୦୦ ଥାନାକୁ ଆଧୁନୀକିକରଣ କରାଯିବା ନେଇ ଆଲୋଚନା ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏସବୁ ଥାନାରେ କମ୍ପ୍ୟୁଟର ସହ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବିଶେଷ କରି ଥାନା ଗୁଡିକର ସମସ୍ତ ତଥ୍ୟ ଯେମିତି ଅନଲାଇନ୍‌ରେ ରହିବ ସେ ବ୍ୟବସ୍ଥା କରାଯିବାକୁ ବୈଠକରେ ଆଲୋଚନା ହୋଇଛି। ଏହାସହ ଅପରାଧିକ ତଥ୍ୟ ସଂଗ୍ରହରେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର, ଟ୍ରାକିଂ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ କହିଛନ୍ତି, “କିଛି ସ୍ଥାନରେ ଇଣ୍ଟରନେଟ ଓ ବିଦ୍ୟୁତ୍‌ ସମସ୍ୟା ରହିଛି। ଏହାକୁ କେମିତି ସମାଧାନ କରାଯିବ ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଛି।”

ପୋଲିସ ଡିଜି କେ.ବି. ସିଂ କହିଛନ୍ତି, “ପ୍ରୋଜେକ୍ଟ ପୂରା ହୋଇଗଲେ ସବୁ କାମ ଅନ୍‌ଲାଇନ୍‌ରେ ହେବ। ଆପଣ ଅଭିଯୋଗ କଲେ ଏହା କେତେଦୂର ଆଗେଇଲା ତାହା ଆପଣ ଅନ୍‌ଲାଇନ୍‌ରେ ଜାଣିପରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story