ମାଲକାନଗିରି: ୫୭ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓ ସମର୍ଥକଙ୍କ ଆତ୍ମସମର୍ପଣ ଧାରା ଅବ୍ୟାହତ ରହିଛି। ଗତକାଲି ଜିଲ୍ଲାର ୧୯ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଜି ଆହୁରି ୫୭ ଜଣ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ୫୭ ଜଣ ଯାକ ମାଓ ସମର୍ଥକ ପୋଟେରୁ ଫାଣ୍ଡିରେ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ମହିଳା ଅଛନ୍ତି। ସେମାନେ ସମସ୍ତେ କାଳିମେଳା ଥାନା ତଙ୍ଗୁଡ଼ା ଗାଁର ବାସିନ୍ଦା। ସେମାନେ ସମସ୍ତେ ମାଓବାଦୀଙ୍କ […]

mao-supporters

mao-supporters

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 08:29 AM IST

Sports

Latest News

mao-supportersମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓ ସମର୍ଥକଙ୍କ ଆତ୍ମସମର୍ପଣ ଧାରା ଅବ୍ୟାହତ ରହିଛି। ଗତକାଲି ଜିଲ୍ଲାର ୧୯ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଜି ଆହୁରି ୫୭ ଜଣ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ୫୭ ଜଣ ଯାକ ମାଓ ସମର୍ଥକ ପୋଟେରୁ ଫାଣ୍ଡିରେ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ମହିଳା ଅଛନ୍ତି। ସେମାନେ ସମସ୍ତେ କାଳିମେଳା ଥାନା ତଙ୍ଗୁଡ଼ା ଗାଁର ବାସିନ୍ଦା। ସେମାନେ ସମସ୍ତେ ମାଓବାଦୀଙ୍କ କାଲିମେଳା ଦଲମ୍ ପାଇଁ କାମ କରୁଥିଲେ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

ମାଲକାନଗିରି ଏସ୍‌.ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଆଜି ୫୭ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଜଣ ମିଲିସିଆ ଓ ୨ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଅଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାରଙ୍କ ମାଓ ଆତ୍ମସମର୍ପଣ ଥଇଥାନ ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।”

ଗତକାଲି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁର ୧୯ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ।  ସେମାନେ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ଏହି ୧୯ ଜଣଙ୍କ ମଧ୍ୟରେ ଥିଲେ ୫ ଜଣ ମିଲିସିଆ, ୩ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ ଜନନାଟ୍ୟ ମଣ୍ଡଳୀ ସଦସ୍ୟ। ଏମାନେ ସମସ୍ତେ ଦରଭା ଡିଭିଜନ୍‌ ମାଓ ସଂଗଠନର ସଦସ୍ୟ ଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ଥିଲା।

ତା’ପୂର୍ବରୁ ଗତ ଶୁକ୍ରବାର ୧୯ ଜଣ ମାଓ ସମର୍ଥକ ମାଲକାନଗରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ମାର୍ଚ୍ଚ ୫ ତାରିଖରେ ମାଲକାନଗିରି ଏସ୍‌ପିଙ୍କ ନିକଟରେ ୧୪୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ।  ଏମାନେ ସମସ୍ତେ ପୁଜାରୀପୁଟ, ଟେ’ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ଥିଲେ।

ଗତ ୪ ମାସ ମଧ୍ୟରେ ଜିଲ୍ଲାରେ ହଜାରେରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story