୬ ତାରିଖ ସନ୍ଧ୍ୟା ପରିବର୍ତ୍ତେ ୭ରେ ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଗୁରୁବାର ସାମାନ୍ୟ ପରିବର୍ତ୍ତନ କରାଯାଇଛି। ୬ ତାରିଖ ବଦଳରେ ଆସନ୍ତା ୭ ତାରିଖରେ ପହଞ୍ଚିବେ ମୋଦି। ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ, ମୋଦି ୬ ତାରିଖ ସନ୍ଧ୍ୟା ଭୁବନେଶ୍ୱରରେ ପହଞ୍ଚି ରାଜଭବନରେ ରାତ୍ରୀଯାପନ କରିଥାନ୍ତେ। ମୋଦିଙ୍କ ଆସିବା ସମୟରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ୭ ତାରିଖର କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନାହିଁ।

modi

modi

Rakesh Mallick
  • Published: Thursday, 04 February 2016
  • Updated: 05 February 2016, 03:54 AM IST

Sports

Latest News

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଗୁରୁବାର ସାମାନ୍ୟ ପରିବର୍ତ୍ତନ କରାଯାଇଛି। ୬ ତାରିଖ ବଦଳରେ ଆସନ୍ତା ୭ ତାରିଖରେ ପହଞ୍ଚିବେ ମୋଦି। ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ, ମୋଦି ୬ ତାରିଖ ସନ୍ଧ୍ୟା ଭୁବନେଶ୍ୱରରେ ପହଞ୍ଚି ରାଜଭବନରେ ରାତ୍ରୀଯାପନ କରିଥାନ୍ତେ। ମୋଦିଙ୍କ ଆସିବା ସମୟରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ୭ ତାରିଖର କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos