ପିକ୍‌ଅପ୍ ଭ୍ୟାନ୍‌କୁ ପଛରୁ ପିଟିଲା ଆମ୍ୱୁଲାନ୍ସ : ୬ ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସେଲିଗୁଡ଼ା ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ  ଆମ୍ୱୁଲାନ୍ସ ଧକ୍କା ଦେବାରୁ ଜଣେ ରୋଗୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାଶୀପୁର ବ୍ଲକ୍‌ର ଯୋଗିପାରି ତୁଣ୍ଡା ଗାଁର ଜଣେ ରୋଗୀକୁ ନେଇ ଆମ୍ୱୁଲାନ୍ସଟି ଡାକ୍ତରଖାନା ନେଇ ଆସୁଥିବା ବେଳେ ରାସ୍ତାକଡ଼ରେ ଥିବା ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ପଛପଟୁ ଧକ୍କା ଦେଇଥିଲା।

accident

accident

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 09:41 AM IST

Sports

Latest News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସେଲିଗୁଡ଼ା ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ  ଆମ୍ୱୁଲାନ୍ସ ଧକ୍କା ଦେବାରୁ ଜଣେ ରୋଗୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କାଶୀପୁର ବ୍ଲକ୍‌ର ଯୋଗିପାରି ତୁଣ୍ଡା ଗାଁର ଜଣେ ରୋଗୀକୁ ନେଇ ଆମ୍ୱୁଲାନ୍ସଟି ଡାକ୍ତରଖାନା ନେଇ ଆସୁଥିବା ବେଳେ ରାସ୍ତାକଡ଼ରେ ଥିବା ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ପଛପଟୁ ଧକ୍କା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story