ନୀଳାଦ୍ରିବିଜେ ବିଶୃଙ୍ଖଳା: ୬ ସେବାୟତଙ୍କ ନାଁରେ ୨ଟି ଏତଲା ଦେଲେ ଜିଲ୍ଲାପାଳ

ପୁରୀ: ନୀଳାଦ୍ରିବିଜେ ନୀତି ବେଳେ ଶ୍ରୀବଳଭଦ୍ରଙ୍କ ରଥରେ ଜଣେ ଯୁବତୀ ଚଢିବା ଘଟଣାରେ ପଚାରିବା ବେଳେ ଦୁର୍ବ୍ୟବହାର ଶିବାର ହୋଇଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଥାନାରେ ଏତଲା ଦେଇଛନ୍ତି। ୨ଟି ମାମଲାରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ୬ ଜଣ ସେବାୟତଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏଥିରେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, ଗାଳିଗୁଲଜ ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ରହିଛି। ଏତଲାରେ ନାଁ ଥିବା ସେବାୟତମାନେ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ଭୀମସେନ ପଲଙ୍କଧାରୀ, […]

puri2

puri2

Rakesh Mallick
  • Published: Monday, 18 July 2016
  • Updated: 18 July 2016, 10:54 PM IST

Sports

Latest News

ପୁରୀ: ନୀଳାଦ୍ରିବିଜେ ନୀତି ବେଳେ ଶ୍ରୀବଳଭଦ୍ରଙ୍କ ରଥରେ ଜଣେ ଯୁବତୀ ଚଢିବା ଘଟଣାରେ ପଚାରିବା ବେଳେ ଦୁର୍ବ୍ୟବହାର ଶିବାର ହୋଇଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଥାନାରେ ଏତଲା ଦେଇଛନ୍ତି। ୨ଟି ମାମଲାରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ୬ ଜଣ ସେବାୟତଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏଥିରେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, ଗାଳିଗୁଲଜ ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ରହିଛି। ଏତଲାରେ ନାଁ ଥିବା ସେବାୟତମାନେ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ଭୀମସେନ ପଲଙ୍କଧାରୀ, ରବି ଦାସ, ଇପସିତା ପ୍ରତିହାରୀ ଏବଂ ସାଇନା ଖୁଣ୍ଟିଆ।

ଅନ୍ୟପକ୍ଷରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଜଣେ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଯିବାକୁ ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ଶଙ୍କରାଚାର୍ଯ୍ୟଙ୍କ ସହ ଜଣେ ଠିକାଦାର ରଥ ଉପରକୁ ଯାଇଥିଲେ। ଏଯାଏଁ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ?”

ସେ କହିଛନ୍ତି, “ସମ୍ପୃକ୍ତ ଠିକାଦାର ରଥ ଉପରେ ଚଢିବା ମୁଁ ନିଜେ ଦେଖିଛି। ଏହା ମଧ୍ୟ ସିସିଟିଭି ଫୁଟେଜରେ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story