୬ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼

ଉଦଳା: ବିଦ୍ୟାଳୟ ଗୁଡ଼ିକୁ ରାଜ୍ୟ ସରକାର ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ କଇଁସାରି ପ୍ରାଥମିକ ବିଦ୍ୟାଳୟରେ ୬ ଛାତ୍ରଛାତ୍ରୀଙ୍କୁ ମାଡ଼ ହୋଇଛି। ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜେଣ ଅଭିଭାବକ ଷ୍ଟୁଡେଣ୍ଟ ହେଲ୍ପଲାଇନ୍‌କୁ ଫୋନ୍‌ କରିବାରୁ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରିବାକୁ ଆଜି ବିଦ୍ୟାଳୟ ଯାଇଛନ୍ତି। ଗତ ୫ ତାରିଖରେ କଇଁସାରି ପ୍ରାଥମିକ ବିଦ୍ୟାଳୟରେ ୬ ଛାତ୍ରଛାତ୍ରୀଙ୍କୁ […]

udala

udala

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 02:03 PM IST

Sports

Latest News

ଉଦଳା: ବିଦ୍ୟାଳୟ ଗୁଡ଼ିକୁ ରାଜ୍ୟ ସରକାର ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ କଇଁସାରି ପ୍ରାଥମିକ ବିଦ୍ୟାଳୟରେ ୬ ଛାତ୍ରଛାତ୍ରୀଙ୍କୁ ମାଡ଼ ହୋଇଛି। ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜେଣ ଅଭିଭାବକ ଷ୍ଟୁଡେଣ୍ଟ ହେଲ୍ପଲାଇନ୍‌କୁ ଫୋନ୍‌ କରିବାରୁ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରିବାକୁ ଆଜି ବିଦ୍ୟାଳୟ ଯାଇଛନ୍ତି।

ଗତ ୫ ତାରିଖରେ କଇଁସାରି ପ୍ରାଥମିକ ବିଦ୍ୟାଳୟରେ ୬ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରି ରକ୍ତାକ୍ତ କରିଦେଇଥିଲେ। ଏହି ଘଟଣାକୁ ଶିକ୍ଷକମାନେ ଚପାଇ ଦେବାକୁ ଉଦ୍ୟମ କରିଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos