ଏକ ଟଙ୍କା ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଜଣେ ୬ବର୍ଷର ନାବାଳିକାକୁ ନାବାଳକ ଦୁଷର୍ମ କରିଥିବା ଅଭିଯୋଗ ହୋଇଛି। ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ନାବାଳକକୁ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ। ଅଭିଯୋଗ ଅନୁସାରେ, ନାବାଳିକାଙ୍କ ବାପାମା’ ଦିନ ମଜୁରିଆ ଭାବେ କାମ କରନ୍ତି। ଝିଅକୁ ଏକା ଘରେ ଛାଡ଼ି କାମକୁ ଯାଆନ୍ତି। ଗତକାଲି ଝିଅଟି ଏକା ଥିଲା ବେଳେ ଅଭିଯୁକ୍ତ ନାବାଳକ ଏକ ଟଙ୍କା ଦେବା […]

rape

rape

Tapaswini Nayak
  • Published: Saturday, 07 May 2022
  • Updated: 07 May 2022, 02:56 PM IST

Sports

Latest News

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଜଣେ ୬ବର୍ଷର ନାବାଳିକାକୁ ନାବାଳକ ଦୁଷର୍ମ କରିଥିବା ଅଭିଯୋଗ ହୋଇଛି। ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ନାବାଳକକୁ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ।

ଅଭିଯୋଗ ଅନୁସାରେ, ନାବାଳିକାଙ୍କ ବାପାମା’ ଦିନ ମଜୁରିଆ ଭାବେ କାମ କରନ୍ତି। ଝିଅକୁ ଏକା ଘରେ ଛାଡ଼ି କାମକୁ ଯାଆନ୍ତି। ଗତକାଲି ଝିଅଟି ଏକା ଥିଲା ବେଳେ ଅଭିଯୁକ୍ତ ନାବାଳକ ଏକ ଟଙ୍କା ଦେବା ପାଇଁ ଲୋଭ ଦେଖାଇ ଡାକିଥିଲା। ପରେ ଅନ୍ୟ ସ୍ଥାନକୁ ନେଇ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।   ମା’ କାମରୁ ଆସିବା ପରେ  ଝିଅ  ସବୁ କଥା କହିଥିଲା। ଏନେଇ  ମା’  କରଞ୍ଜିଆ ଥାନାରେ ଏତଲା ଦେଇଥିଲେ। ଗତକାଲି ରାତିରେ ପୁଲିସ ଅଭିଯୁକ୍ତ ନାବାଳକକୁ ରାଇରଙ୍ଗପୁର ଅଞ୍ଚଳରୁ ଗିରଫ କରିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos