ମ୍ୟାଟ୍ରିକ୍‌ ଖାତା ଦେଖିବା ପାଇଁ ଆଉ ୬ ହଜାର ଶିକ୍ଷକ ନିଯୁକ୍ତ

କଟକ(ଓଡ଼ିଶା ରିପୋର୍ଟର): ମେ’ ୨୦ରୁ ମ୍ୟାଟ୍ରିକ୍ ପରୀକ୍ଷା ଖାତା ଦେଖା ଆରମ୍ଭ ହେଉଥିବା ବେଳେ ଏଥିପାଇଁ ଆହୁରି ୬ ହଜାର ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ବୋର୍ଡ ସଂପାଦକ ନିହାର ମହାନ୍ତି  ଆଜି ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏବେ ଆଉ ଅଧିକ ୬ ହଜାର ଶିକ୍ଷକ ଖାତା ଦେଖିବେ। ଫଳରେ ମୋଟ ୨୩ ହଜାର ଶିକ୍ଷକ ଖାତା ଦେଖିବେ। ଶ୍ରୀ ମହାନ୍ତି କହିଛନ୍ତି, “ପୂର୍ବରୁ ଶିକ୍ଷକମାନେ ଯେଉଁ କେନ୍ଦ୍ରରେ ଖାତା […]

matric

matric

Tapaswini Nayak
  • Published: Monday, 11 May 2020
  • Updated: 11 May 2020, 02:34 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମେ’ ୨୦ରୁ ମ୍ୟାଟ୍ରିକ୍ ପରୀକ୍ଷା ଖାତା ଦେଖା ଆରମ୍ଭ ହେଉଥିବା ବେଳେ ଏଥିପାଇଁ ଆହୁରି ୬ ହଜାର ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ବୋର୍ଡ ସଂପାଦକ ନିହାର ମହାନ୍ତି  ଆଜି ଏନେଇ ସୂଚନା ଦେଇଛନ୍ତି।

ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏବେ ଆଉ ଅଧିକ ୬ ହଜାର ଶିକ୍ଷକ ଖାତା ଦେଖିବେ। ଫଳରେ ମୋଟ ୨୩ ହଜାର ଶିକ୍ଷକ ଖାତା ଦେଖିବେ।

ଶ୍ରୀ ମହାନ୍ତି କହିଛନ୍ତି, “ପୂର୍ବରୁ ଶିକ୍ଷକମାନେ ଯେଉଁ କେନ୍ଦ୍ରରେ ଖାତା ଦେଖିବେ ବୋଲି ରିପୋର୍ଟ କରିଥିଲେ, ସେମାନେ ସେଠାରେ ଖାତା ଦେଖିବେ। ଖାତା ଦେଖା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହାସହ ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ।”

ସେ କହିଛନ୍ତି, “ସାମାଜିକ ଦୂରତା ବଜାୟ ରଖିବା ପାଇଁ ୩ଟି ପର୍ଯ୍ୟାୟରେ ଖାତା ଦେଖା ହେବ। ସଂପୃକ୍ତ ଶିକ୍ଷକ ଧାର୍ଯ୍ୟ ବିଷୟ ପାଇଁ ଉଦ୍ଦିଷ୍ଟ ସମୟରେ ଖାତା ଦେଖିବେ। ଓଡ଼ିଆ ଓ ସୋସିଆଲ ସାଇନ୍ସରେ ଯେଉଁ ଶିକ୍ଷକମାନେ ଖାତା ଦେଖିବେ, ସେମାନେ ସକାଳ ଆଠଟାରେ ରିପୋର୍ଟ କରିବେ ଓ ଦୁଇଟା ସୁଦ୍ଧା ଖାତା ଦେଖି ପଳାଇବେ। ସେହିପରି ଇଂରାଜୀ ଓ ଜେନେରାଲ ସାଇନ୍ସର ଶିକ୍ଷକମାନେ ସକାଳ ୯ଟାରେ ରିପୋର୍ଟ କରିବେ ଓ ୩ଟା ସୁଦ୍ଧା ଖାତା ଦେଖି ପଳାଇବେ। ହିନ୍ଦୀ, ସଂସ୍କୃତ ଓ ଗଣିତର ଶିକ୍ଷକମାନେ ସକାଳ ସାଢ଼େ ନଅଟାରେ ସେଣ୍ଟରରେ ପହଞ୍ଚିବେ ଓ ଚାରିଟା ପର୍ଯ୍ୟନ୍ତ ଖାତା ଦେଖିବେ।”

ବୋର୍ଡ ସଂପାଦକ କହିଛନ୍ତି ଯେ ୨୦ ଦିନ ଭିତରେ ଖାତା ଦେଖା ସାରିବାକୁ ଯୋଜନା ରହିଛି। ଧାର୍ଯ୍ୟ ସମୟରୁ ୨ରୁ ୪ ଦିନ ବଢ଼ିପାରେ। ଖାତଦେଖା ଅଧିକ ଶିକ୍ଷକ ନିୟୋଜିତ ହେଉଥିବାରୁ କାମ ଶୀଘ୍ର ମଧ୍ୟ ସରିପାରେ। କୌଣସି କଣ୍ଟେନମେଣ୍ଟ ଜୋନରେ ଖାତାଦେଖା କେନ୍ଦ୍ର ନାହିଁ। ଶିକ୍ଷକମାନେ ଘରେ ବସି ଖାତା ଦେଖିବାର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story