କାରରେ ନେଉଥିଲେ, ଧରା ପଡ଼ିଲେ

ଫୁଲବାଣୀ  (ଓଡିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମଣିପଦର ଗାଁ ନିକଟରୁ ପୁଲିସ ଏକ କାରରୁ ୬୪କିଲୋ ଗଞ୍ଜେଇ ଜବତ କରିଛି। ଏହା ସହିତ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାକେଶ ଦିଗାଲ, ଦୀନେଶ ଦିଗାଲ, ରାବିଲା ଦିଗାଲ ଓ ଏଲିମ ହଵାବ। ସୂଚନା ଅନୁସାରେ, ଏହି ୪ ଅଭିଯୁକ୍ତ ମଣିପଦର ଗାଁ ରାସ୍ତା ଦେଇ ବାଲିଗୁଡ଼ା ଅଭିମୁଖେ କାରରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୁଲିସକୁ ବିଶେଷ […]

yyyyyyyyyyyy

yyyyyyyyyyyy

Tapaswini Nayak
  • Published: Tuesday, 08 September 2020
  • Updated: 08 September 2020, 09:05 AM IST

Sports

Latest News

ଫୁଲବାଣୀ  (ଓଡିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମଣିପଦର ଗାଁ ନିକଟରୁ ପୁଲିସ ଏକ କାରରୁ ୬୪କିଲୋ ଗଞ୍ଜେଇ ଜବତ କରିଛି। ଏହା ସହିତ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାକେଶ ଦିଗାଲ, ଦୀନେଶ ଦିଗାଲ, ରାବିଲା ଦିଗାଲ ଓ ଏଲିମ ହଵାବ।

ସୂଚନା ଅନୁସାରେ, ଏହି ୪ ଅଭିଯୁକ୍ତ ମଣିପଦର ଗାଁ ରାସ୍ତା ଦେଇ ବାଲିଗୁଡ଼ା ଅଭିମୁଖେ କାରରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୁଲିସକୁ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ଫିରିଙ୍ଗିଆ ପୁଲିସର ଏକ ସ୍ୱତନ୍ତ୍ର ଦଳ ମଣିପଦର ଗାଁରେ ସେହି କାରକୁ ଠାବ କରିଥିଲେ। କାରକୁ ଯାଞ୍ଚ କରିବା ବେଳେ ସେଥିରୁ ୬୪ କିଲୋ ଗଞ୍ଜେଇ ମିଳିଥିଲା। ଏହାପରେ ପୁଲିସ କାର୍‌ ସହିତ ଉକ୍ତ ଗଞ୍ଜେଇକୁ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story