ମୁଣ୍ଡରେ ବନ୍ଧୁକ ବାଡ଼େଇ ଲୁଟିନେଲେ ୭ ଲକ୍ଷ

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ବଡଧରଣର ଲୁଟ୍ ହୋଇଛି। ଟୋଲ୍ ପ୍ଲାଜା କର୍ମଚାରୀଙ୍କଠାରୁ ୭ ଲକ୍ଷ ୮୦ ହଜାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଟୋଲ ପ୍ଲାଜା କର୍ମଚାରୀ ଜଣଙ୍କ ଟଙ୍କା ଡିପୋଜିଟ୍ ପାଇଁ ଏକ ମୋଟର ସାଇକେଲରେ ଯାଉଥିଲେ। ହାଠତ୍ ତିନିଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କୁ  ଝଗରପୁର ନିକଟରେ ଅଟକାଇଥିଲେ। ତାଙ୍କ ପାଖରୁ ଟଙ୍କା ବ୍ୟାଗ୍‌ ନେବାପାଇଁ ଛଡ଼ାଛଡ଼ି କରିଥିଲେ। ତାଙ୍କୁ ଭୟଭୀତ କରିବା ପାଇଁ ବନ୍ଧୁକ ମଧ୍ୟ ଦେଖାଇଥିଲେ। କର୍ମଚାରୀ […]

gun

gun

Rakesh Mallick
  • Published: Wednesday, 25 April 2018
  • Updated: 25 April 2018, 09:38 AM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ବଡଧରଣର ଲୁଟ୍ ହୋଇଛି। ଟୋଲ୍ ପ୍ଲାଜା କର୍ମଚାରୀଙ୍କଠାରୁ ୭ ଲକ୍ଷ ୮୦ ହଜାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଟୋଲ ପ୍ଲାଜା କର୍ମଚାରୀ ଜଣଙ୍କ ଟଙ୍କା ଡିପୋଜିଟ୍ ପାଇଁ ଏକ ମୋଟର ସାଇକେଲରେ ଯାଉଥିଲେ। ହାଠତ୍ ତିନିଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କୁ  ଝଗରପୁର ନିକଟରେ ଅଟକାଇଥିଲେ। ତାଙ୍କ ପାଖରୁ ଟଙ୍କା ବ୍ୟାଗ୍‌ ନେବାପାଇଁ ଛଡ଼ାଛଡ଼ି କରିଥିଲେ। ତାଙ୍କୁ ଭୟଭୀତ କରିବା ପାଇଁ ବନ୍ଧୁକ ମଧ୍ୟ ଦେଖାଇଥିଲେ। କର୍ମଚାରୀ ଜଣଙ୍କ ଟଙ୍କା ବ୍ୟାଗ ନ ଦେବାରୁ ବନ୍ଧୁକରେ ତାଙ୍କ ମୁଣ୍ଡକୁ ଦୁର୍ବୃତ୍ତ ବାଡ଼େଇ ଥିଲେ ଓ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ପୋଲିସ୍‌ ଏହି ଘଟଣା ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୁର୍ବୃତ୍ତମାନେ ଝାଡଖଣ୍ଡ ପଳାଇ ଯାଇଥିବା ପୋଲିସ୍‌ ସନ୍ଦେହ କରୁଛି।

ଟୋଲ ପ୍ଲାଜା କର୍ମଚାରୀ ଜଣକ ଟଙ୍କା ନେଇ  ଡିପୋଜିଟ୍ କରିବା ପାଇଁ  ଯିବାର କିଛି ସମୟ ପରେ ଏହି ଲୁଟ୍ ହୋଇଥିବାରୁ ପୋଲିସ୍ ଟୋଲ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡର ସଂପୃକ୍ତି ଥିବା ସନ୍ଦେହ କରୁଛି। ସେମାନଙ୍କୁ ମଧ୍ୟ ପୋଲିସ୍‌ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story