ଆସନ୍ତାକାଲି କଟକରେ ୫୯ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ

କଟକ: ଆସନ୍ତାକାଲି କଟକରେ ଅନୁଷ୍ଠିତ ହେବ ୫୯ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମଳିନୀ। ଏଥିରେ ରାଜ୍ୟର ଆଇନ୍ ଶୃଙ୍ଖଳା ସ୍ଥିତି ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ଅପରାଧ ନିୟନ୍ତ୍ରଣ, ଅର୍ଥନୈତିକ ଅପରାଧ, ସାଇବର୍ କ୍ରାଇମ୍, ଆତଙ୍କବାଦ, ମାଓବାଦୀ ସମସ୍ୟା, ମହିଳା, ଶିଶୁ ଓ ଦୁର୍ବଳ ବର୍ଗଙ୍କ ସୁରକ୍ଷା ଆଦି ପ୍ରସଙ୍ଗ ଫୋସକରେ ରହିବ। ପୋଲିସ୍ ଡିଜି କେ.ବି. ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିନୀଳରେ ଓଡ଼ିଶା ପୋଲିସର ସମସ୍ତ […]

police

police

Rakesh Mallick
  • Published: Tuesday, 05 January 2016
  • Updated: 06 January 2016, 03:50 PM IST

କଟକ: ଆସନ୍ତାକାଲି କଟକରେ ଅନୁଷ୍ଠିତ ହେବ ୫୯ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମଳିନୀ। ଏଥିରେ ରାଜ୍ୟର ଆଇନ୍ ଶୃଙ୍ଖଳା ସ୍ଥିତି ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ଅପରାଧ ନିୟନ୍ତ୍ରଣ, ଅର୍ଥନୈତିକ ଅପରାଧ, ସାଇବର୍ କ୍ରାଇମ୍, ଆତଙ୍କବାଦ, ମାଓବାଦୀ ସମସ୍ୟା, ମହିଳା, ଶିଶୁ ଓ ଦୁର୍ବଳ ବର୍ଗଙ୍କ ସୁରକ୍ଷା ଆଦି ପ୍ରସଙ୍ଗ ଫୋସକରେ ରହିବ। ପୋଲିସ୍ ଡିଜି କେ.ବି. ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିନୀଳରେ ଓଡ଼ିଶା ପୋଲିସର ସମସ୍ତ ବରିଷ୍ଠ ଅଧିକାରୀ ଯୋଗଦେବେ ବୋଲି ପୋଲିସ ଡିଜି ସିଂ କହିଛନ୍ତି।

ମାଓବାଦୀ, ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ମହିଳା ନିର୍ଯାତନା, ଅର୍ଥନୈତିକ ଓ ସାଇବର କ୍ରାଇମ୍ ପରେ ଏବେ ଓଡ଼ିଶା ସହ ଯୋଡି ହୋଇଯାଇଛି ଆତଙ୍କବାଦ ସମସ୍ୟା। ଆଗକୁ କିଭଳି ଏସବୁ ସମସ୍ୟାର ମୁକାବିଲା କରାଯିବ ସେ ନେଇ ସମ୍ମିଳନୀରେ ରଣନୀତି ପ୍ରସ୍ତୁତ ହେବ। ଏହାସହ ପୋଲିସ ବିଭାଗରେ ଖାଲି ପଦବୀ ପୂରଣ ଓ ପୋଲିସ୍ ତାଲିମ ଢାଞ୍ଚାରେ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା କରାଯିବ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ।

ଗତବର୍ଷ ନକ୍ସଲ ଦମନ କ୍ଷେତ୍ରରେ ରାଜ୍ୟ ପୋଲିସକୁ ବିପୁଳ ସଫଳତା ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇବାରେ ସଫଳ ହୋଇଥିଲେ। ତେଣୁ ନୂଆ କରି ମୁଣ୍ଡ ଟେକିଥିବା ଆତଙ୍କବାଦ ଓ ନକ୍ସଲ ଦମନ ଆଲୋଚନାର ଫୋକସରେ ରହିବ। ପ୍ରଥମ ଥର ଲାଗି ଭୁବନେଶ୍ୱରରେ ପୋଲିସ୍ ସମ୍ମିଳନୀର ଗୋଟିଏ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଉଦଯାପତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story