ରାଜ୍ୟରେ ୭,୪୨୬ ପଜିଟିଭ ଚିହ୍ନଟ, ଆଖି ବୁଜିଲେ ୧୦

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୪୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୬୭ ଜଣ ଅଛନ୍ତି। ସେହିପରି ୪,୩୦୬ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩,୧୨୦ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୯୫୯ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ସୁନ୍ଦରଗଡ଼ରୁ ୭୭୮, କଟକରୁ ୫୪୮, ବାଲେଶ୍ୱରରୁ ୪୯୬, ଷ୍ଟେଟ୍‌ପୁଲ୍‌ରୁ ୩୯୧, ନୟାଗଡ଼ରୁ ୨୪୫, […]

corona1

corona1

Tapaswini Nayak
  • Published: Wednesday, 26 January 2022
  • Updated: 26 January 2022, 11:00 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୪୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୬୭ ଜଣ ଅଛନ୍ତି। ସେହିପରି ୪,୩୦୬ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩,୧୨୦ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୯୫୯ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ସୁନ୍ଦରଗଡ଼ରୁ ୭୭୮, କଟକରୁ ୫୪୮, ବାଲେଶ୍ୱରରୁ ୪୯୬, ଷ୍ଟେଟ୍‌ପୁଲ୍‌ରୁ ୩୯୧, ନୟାଗଡ଼ରୁ ୨୪୫, ସୁବର୍ଣ୍ଣପୁରରୁ ୨୧୨, ବଲାଙ୍ଗିରରୁ୨୦୭, କଳାହାଣ୍ଡିରୁ ୧୮୮, କୋରାପୁଟରୁ ୧୫୯, ନୂଆପଡ଼ାରୁ ୧୯୧, ମୟୂରଭଞ୍ଜରୁ ୧୬୬ ଓ ସମ୍ବଲପୁରରୁ ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୦୯, ବରଗଡ଼ରୁ ୧୩୪, ଭଦ୍ରକ ୧୦୦, ବୌଦ୍ଧ ୯୮, ଦେବଗଡ଼ ୨୫, ଢେଙ୍କାନାଳ ୩୭, ଗଜପତି ୯୯,ଗଞ୍ଜାମ ୩୪, ଜଗତସିଂହପୁର ୧୨୯, ଯାଜପୁର ୧୫୨, ଝାରସୁଗୁଡ଼ା ୪୫, କନ୍ଧମାଳ୧୨୩, କେନ୍ଦ୍ରାପଡ଼ା ୮୪, କେନ୍ଦୁଝର ୧୩୬, ମାଲକାନଗିରି ୬୭, ନବରଙ୍ଗପୁର ୧୧୭, ନୂଆପଡ଼ା ୧୯୧,ପୁରୀରୁ  ୧୦୬ ଓ ରାୟଗଡ଼ାରୁ ୧୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 1

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮ ପହଞ୍ଚିଥିବା ବେଳେ ୧୧ ଲକ୍ଷ୪୨,୧୬୧ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୭୪ହଜାର ୫୧୨ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୫୪୨କୁ  ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ  ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଓ ଅନୁଗୋଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story