ବାହାର ଚକାଚକ୍‌, ଭିତର ଫମ୍ପା; ଯେକୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ରହିଛି ରାଜା ଧରଣୀଧର ହାଇସ୍କୁଲ। ଏହି ସ୍କୁଲ ୧୯୪୫ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୨୦୦ ଜଣ ଛାତ୍ରାଛାତ୍ରୀ ପାଠ ପଢ଼ନ୍ତି। ୭୬ ବର୍ଷର ଏହି ସର୍ବପୁରାତନ ସ୍କୁଲଟି ବାହାରକୁ ଚକାଚକ୍ ଦେଖାଯାଉଥିଲେ ମଧ୍ୟ ଭିତରର ଅବସ୍ଥା ନ କହିବା ଭଲ। ସ୍କୁଲ୍‌ର ଶ୍ରେଣୀ ଗୃହ ଛାତରୁ ସିମେଣ୍ଟ ଅତଡ଼ା ଖସୁଛି। ଏଥିସହ ଶ୍ରେଣୀ ଗୃହ ଭିତର ପଟୁ କାନ୍ଥ ଫାଟି […]

Bonai

Bonai

Tapaswini Nayak
  • Published: Tuesday, 09 November 2021
  • Updated: 09 November 2021, 10:41 AM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ରହିଛି ରାଜା ଧରଣୀଧର ହାଇସ୍କୁଲ। ଏହି ସ୍କୁଲ ୧୯୪୫ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୨୦୦ ଜଣ ଛାତ୍ରାଛାତ୍ରୀ ପାଠ ପଢ଼ନ୍ତି। ୭୬ ବର୍ଷର ଏହି ସର୍ବପୁରାତନ ସ୍କୁଲଟି ବାହାରକୁ ଚକାଚକ୍ ଦେଖାଯାଉଥିଲେ ମଧ୍ୟ ଭିତରର ଅବସ୍ଥା ନ କହିବା ଭଲ।

ସ୍କୁଲ୍‌ର ଶ୍ରେଣୀ ଗୃହ ଛାତରୁ ସିମେଣ୍ଟ ଅତଡ଼ା ଖସୁଛି। ଏଥିସହ ଶ୍ରେଣୀ ଗୃହ ଭିତର ପଟୁ କାନ୍ଥ ଫାଟି ଆଁ କରିଛି। ବର୍ଷା ଦିନେ ଛାତରୁ ପାଣି ପଡୁଛି। ଛାତରୁ ପାଣି ପଡ଼ି ସ୍କୁଲରେ କମ୍ପ୍ୟୁଟର ଗୁଡ଼ିକ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି।

[caption id="attachment_690246" align="aligncenter" width="650"]Bonai    ଶ୍ରେଣୀ ଗୃହ କାନ୍ଥ ଫାଟି ଆଁ କରିଛି[/caption]

ସ୍କୁଲ କାନ୍ଥରେ ବୋଳି ବାହାରୁ ଚକାଚକ୍ କରାଯାଉଥିଲେ ମଧ୍ୟ ଭିତର ପଟୁ ଭାଙ୍ଗି ଯାଉଥିବା ଅଂଶ ଗୁଡ଼ିକୁ ମରାମତି କରାଯାଉନାହିଁ। ଛାତ୍ରଛାତ୍ରମାନେ ବିପଦସଙ୍କୁଳ କୋଠରୀରେ ବସି ପାଠ ପଢ଼ୁଛନ୍ତି। କେତେବେଳେ ଯେ ଅଘଟଣ ଘଟିବ, ତାହା କହି ହେବ ନାହିଁ। ତଥାପି ସମସ୍ତେ ବେପରୁଆ ହୋଇ ବସିଛନ୍ତି।

[caption id="attachment_690247" align="aligncenter" width="646"]Bonai                   ଖସୁଛି ସିମେଣ୍ଟ ଅତଡ଼ା[/caption]

ଛାତ୍ରୀ ଶ୍ରାବଣୀ ସାହୁ କହିଛନ୍ତି, ଆମେ ଶ୍ରେଣୀଗୃହରୁ  ସିମେଣ୍ଟ ଖଣ୍ଡ ଖସୁଛି। ଆମେ ଯେଉଁଠି ପ୍ରାର୍ଥନା କରୁ, ସେଠି ମଧ୍ୟ ସିମେଣ୍ଟ ଖଣ୍ଡ ଖସୁଛି। ବର୍ଷା ହେଲେ ଛାତରୁ ପାଣି ପଡ଼ୁଛି।  ଆମେ ପାଠପଢ଼ିବା ପାଇଁ ଭାରି ହଇରାଣ ହେଉଛୁ। ସରକାର ଆମ ସ୍କୁଲଟିକୁ ଶୀଘ୍ର ମରାମତି କରି ଦିଅନ୍ତୁ।

ବଣାଇ  ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ କହିଛନ୍ତି, ରାଜା ଧରଣୀଧର ହାଇସ୍କୁଲଟି ବହୁତ ପୁରୁଣା ସ୍କୁଲ। ଏହି ସ୍କୁଲର ଛାତରୁ ପାଣି  ପଡ଼ିବା ସହ କ୍ରଂକିଟ ମଧ୍ୟ ଖସୁଛି। ଟେକ୍ନିକାଲ ଉପାୟରେ ସ୍କୁଲଟିକୁ ମରାମତି କରାଯିବ। 

[caption id="attachment_690264" align="aligncenter" width="650"]Bonai ଛାତରୁ ପାଣି ପଡ଼ି ସ୍କୁଲରେ ଥିବା କମ୍ପ୍ୟୁଟର ଗୁଡିକ ନଷ୍ଟ ହୋଇଯାଇଛି[/caption]

ସୂଚନାଯୋଗ୍ୟ, ରାଜ୍ୟରେ କରୋନା କଟକଣା ଉଠିବା ପରେ ପର୍ଯ୍ୟାୟକ୍ରମେ ଏହି ସ୍କୁଲ୍‌ରେ ମଧ୍ୟ ସମସ୍ତ ପ୍ରକାର ନୀତି ନିୟମକୁ ମାନି ପୁଣି ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story