୭ଟି କର୍ପୋରେଟ୍ ହାଉସ୍ ପାଇଲେ ଓଟିଭି ସିଏସଆର ଆୱାର୍ଡ ୨୦୧୫

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିଥିବା ରାଜ୍ୟର ୭ଟି କର୍ପୋରେଟ୍ ହାଉସକୁ ପୁରସ୍କୃତ କରିଛି ‘ଓଟିଭି’। ଏଥିପାଇଁ ‘ଓଟିଭି’ ଚଳିତ ବର୍ଷଠାରୁ ଆରମ୍ଭ କରିଛି ସିଏସ୍ଆର୍ ଆୱାର୍ଡ ୨୦୧୫। ନିକଟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ୭ଟି କମ୍ପାନୀଙ୍କୁ ପୁରସ୍କୃତ କରାଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହି ଏହି କଂପାନୀଗୁଡ଼ିକୁ ପୁରସ୍କାର ପ୍ରଦାନ କରିଥିଲେ। ୱାଟର ଆଣ୍ଡ ସାନିଟେସନ୍ କ୍ୟାଟେଗୋରିରେ ରାଉରକେଲା ଷ୍ଟିଲପ୍ଲାଣ୍ଟ, ହେଲ୍ଥ ଆଣ୍ଡ ହାଇଜିନରେ […]

otvcsraward

otvcsraward

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 12:23 PM IST

Sports

Latest News

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିଥିବା ରାଜ୍ୟର ୭ଟି କର୍ପୋରେଟ୍ ହାଉସକୁ ପୁରସ୍କୃତ କରିଛି ‘ଓଟିଭି’। ଏଥିପାଇଁ ‘ଓଟିଭି’ ଚଳିତ ବର୍ଷଠାରୁ ଆରମ୍ଭ କରିଛି ସିଏସ୍ଆର୍ ଆୱାର୍ଡ ୨୦୧୫। ନିକଟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ୭ଟି କମ୍ପାନୀଙ୍କୁ ପୁରସ୍କୃତ କରାଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହି ଏହି କଂପାନୀଗୁଡ଼ିକୁ ପୁରସ୍କାର ପ୍ରଦାନ କରିଥିଲେ।

ୱାଟର ଆଣ୍ଡ ସାନିଟେସନ୍ କ୍ୟାଟେଗୋରିରେ ରାଉରକେଲା ଷ୍ଟିଲପ୍ଲାଣ୍ଟ, ହେଲ୍ଥ ଆଣ୍ଡ ହାଇଜିନରେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ, ୱିମେନ୍ ଏମ୍ପାୱାରମେଣ୍ଟରେ ଉତ୍କଳ ଆଲୁମିନା ରାୟଗଡ଼ା, ପ୍ରାଇମେରି ଏଜୁକେସନରେ ନାଲକୋ, ସସଟେନେବଲ୍ ଲାଇଭଲିହୁଡରେ ବଡ଼ବିଲ୍ ସ୍ଥିତ ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍, ଗ୍ରୀନ୍ ଆଣ୍ଡ ଏନଭିରୋମେଣ୍ଟରେ ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ବେଷ୍ଟ ସିଏସ୍ଆର୍ ପ୍ରାକ୍ଟିସେସ୍ କ୍ୟାଟେଗୋରିରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଅନୁଗୁଳ ପୁରସ୍କୃତ ହୋଇଛନ୍ତି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ ଶିଳ୍ପ ଉଦ୍ୟୋଗଗୁଡ଼ିକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସାମିଲ ହେଉଛନ୍ତି। ତେବେ ସେମାନଙ୍କୁ ପୁରସ୍କୃତ କଲେ ସେମାନେ ଆହୁରି ଉତ୍ସାହିତ ହେବେ। ଓଟିଭିର ଏହି ପ୍ରଚେଷ୍ଟା ପ୍ରଶଂସନୀୟ।

ସିଏସ୍ଆର୍ ଆୱାର୍ଡ ୨୦୧୫ରେ ଭାଗ ନେଇଥିଲେ ରାଜ୍ୟରେ ଥିବା ୨୦ରୁ ଅଧିକ ବଡ଼ବଡ଼ କମ୍ପାନୀ। ଏକ ୫ ଜଣିଆ ବିଚାରକମଣ୍ଡଳୀ ପୁଙ୍ଖାନୁପୁଙ୍ଖ ତର୍ଜମା କରି ବିଜେତାଙ୍କୁ ବାଛିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story