ଗୁଣୁପୁର ଗୁଣିଗାରେଡି ହତ୍ୟା ଘଟଣାର ତଦନ୍ତ ଆରମ୍ଭ

ଗୁଣୁପୁର: ଗୁଣି ଗାରେଡି ସନ୍ଦେହରେ ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ କିତୁଙ୍ଗ ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାର ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହ ପୋଡା ଯାଇଥିବା ସ୍ଥାନରୁ ଅସ୍ଥି ଓ ପାଉଁଶ ସଂଗ୍ରହ କରିଛି। ପୋଲିସ୍‌ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇଥିଲା। ଗତ ୯ ତାରିଖରେ ଗୁଣି ସନ୍ଦେହ କରି ଅସୀଣ ଶବରକୁ ଘରୁ ଡାକିଆଣି ଠେଙ୍ଗାରେ ପିଟି […]

gunupur

gunupur

Rakesh Mallick
  • Published: Saturday, 17 September 2016
  • Updated: 17 September 2016, 10:30 PM IST

Sports

Latest News

gunupurଗୁଣୁପୁର: ଗୁଣି ଗାରେଡି ସନ୍ଦେହରେ ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ କିତୁଙ୍ଗ ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାର ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହ ପୋଡା ଯାଇଥିବା ସ୍ଥାନରୁ ଅସ୍ଥି ଓ ପାଉଁଶ ସଂଗ୍ରହ କରିଛି। ପୋଲିସ୍‌ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇଥିଲା।

ଗତ ୯ ତାରିଖରେ ଗୁଣି ସନ୍ଦେହ କରି ଅସୀଣ ଶବରକୁ ଘରୁ ଡାକିଆଣି ଠେଙ୍ଗାରେ ପିଟି ହତ୍ୟା କରିଥିଲେ। ପରେ ଅସୀଣଙ୍କ ପତ୍ନୀ ଆମ୍ୱେଇ ଓ ଝିଅ ଆସ୍ମାନଙ୍କୁ ମଧ୍ୟ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିଲେ। ପଚା ଗନ୍ଧ ବାହାରିବା ଭୟରେ ଅଭିଯୁକ୍ତମାନେ ପୋତା ଯାଇଥିବା ସ୍ଥାନରୁ ମୃତଦେହକୁ ବାହାର କରି ପେଟ୍ରୋଲ ଢ଼ାଳି ପୋଡି ଦେଇଥିଲେ।

ମୃତ ଅସୀଣଙ୍କ ସାନ ଝିଅ ମେଳିତା ଶବର କହିଛନ୍ତି,“ଗୁଣି ସନ୍ଦେହ କରି ମୋ ବାପା, ମା ଓ ଭଉଣୀକୁ ମାରିଦେଲେ।”

ରାୟଗଡ଼ା ଏସ୍‌ଡିପିଓ ନିରଞ୍ଜନ ବେହେରା କହିଛନ୍ତି, “ଅଭିଯୁକ୍ତମାନେ ଗତ ୯ ତାରିଖରେ ୩ ଜଣଙ୍କୁ ମାରିଦେଇ ଜଙ୍ଗଲରେ ପୋତି ଦେଇଥିଲେ। ଗନ୍ଧ ହେବା ଭୟରେ ଶବ ବାହାର କରି ପୋଡି ଦେଇଥିଲେ। ଏବେ ଘଟଣାର ତଦନ୍ତ ଚାଲିଛି।”

ଗତକାଲି ଏହି ଘଟଣାରେ ପୋଲିସ୍‌ ୮ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story