୮ ଦଫା ଦାବି ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଜି. ଉଦୟଗିରି ଓ କଳିଙ୍ଗା ବନ୍ଦ

ଜି.ଉଦୟଗିରି: ୮ ଦଫା ଦାବି ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଜି. ଉଦୟଗିରି ଓ କଳିଙ୍ଗା ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ଜି. ଉଦୟଗିରିକୁ ଉପଖଣ୍ଡର ମାନ୍ୟତା, ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଖାଲି ଥିବା ପଦବୀ ପୂରଣ, ପାନୀୟ ଜଳ  ସମସ୍ୟାର ସମାଧାନ, ଜି. ଉଦୟଗିରି ଓ ଛତ୍ରପୁର ମଧ୍ୟରେ ସରକାରୀ ଗାଡ଼ି ଚଳାଚଳ ଓ ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ସଂଘ ଏହି ବନ୍ଦ […]

banda

banda

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 07:36 AM IST

ଜି.ଉଦୟଗିରି: ୮ ଦଫା ଦାବି ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଜି. ଉଦୟଗିରି ଓ କଳିଙ୍ଗା ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ଜି. ଉଦୟଗିରିକୁ ଉପଖଣ୍ଡର ମାନ୍ୟତା, ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଖାଲି ଥିବା ପଦବୀ ପୂରଣ, ପାନୀୟ ଜଳ  ସମସ୍ୟାର ସମାଧାନ, ଜି. ଉଦୟଗିରି ଓ ଛତ୍ରପୁର ମଧ୍ୟରେ ସରକାରୀ ଗାଡ଼ି ଚଳାଚଳ ଓ ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ସଂଘ ଏହି ବନ୍ଦ ଡାକରା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos