୮ ହାତୀ ମରିବା ପରେ ପଶିଲା ଚେତା: ହାତୀ କରିଡରରେ ବଢିବ ବିଦ୍ୟୁତ୍ ତାରର ଉଚ୍ଚତା, ହୁକ ପକାଉଥିବା ବ୍ୟକ୍ତିଙ୍କ ବିରୋଧରେ ରୁଜୁ ହେବ ଅପରାଧିକ ମାମଲା

ଭୁବନେଶ୍ୱର: ବର୍ଷକ ମଧ୍ୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୮ ହାତୀଙ୍କ ମୃତ୍ୟୁ ପରେ ସରକାରଙ୍କ ଚେତା ପଶିଛି। ଏବେ ବିଦ୍ୟୁତ୍ ଓ ବନ ବିଭାଗ ଏଭଳି ଅଘଟଣ ରୋକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ହାତୀ କରିଡର ଦେଇ ଯାଇଥିବା ବିଦ୍ୟୁତ୍ ତାରର ଉଚ୍ଚତା ବଢାଯିବ। ବଙ୍କା ଓ ଝୁଲୁଥିବା ତାର ଏବଂ ବିଦ୍ୟୁତ୍ ଖୁଣ୍ଟର ଉଚ୍ଚତା ବଢାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ହାତୀ କରିଡରରେ ସ୍ପାଇକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି ବିଦ୍ୟୁତ୍ ବିଭାଗ। ତା’ସହିତ […]

hati

hati

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 02:24 PM IST

hatiଭୁବନେଶ୍ୱର: ବର୍ଷକ ମଧ୍ୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୮ ହାତୀଙ୍କ ମୃତ୍ୟୁ ପରେ ସରକାରଙ୍କ ଚେତା ପଶିଛି। ଏବେ ବିଦ୍ୟୁତ୍ ଓ ବନ ବିଭାଗ ଏଭଳି ଅଘଟଣ ରୋକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ହାତୀ କରିଡର ଦେଇ ଯାଇଥିବା ବିଦ୍ୟୁତ୍ ତାରର ଉଚ୍ଚତା ବଢାଯିବ। ବଙ୍କା ଓ ଝୁଲୁଥିବା ତାର ଏବଂ ବିଦ୍ୟୁତ୍ ଖୁଣ୍ଟର ଉଚ୍ଚତା ବଢାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ହାତୀ କରିଡରରେ ସ୍ପାଇକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି ବିଦ୍ୟୁତ୍ ବିଭାଗ। ତା’ସହିତ ବେଆଇନ ଭାବେ ହୁକ୍ ପକାଇଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ।

ଶକ୍ତି ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ରାଜ୍ୟର କିଛି ହାତୀ କରିଡରରେ ବିଦ୍ୟୁତ୍ ତାରର ଉଚ୍ଚତା ବଢାଇବା ଓ ସ୍ପାଇକ୍ ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅନେକ ସ୍ଥାନରେ ଏହି କାର୍ଯ୍ୟ ହୋଇସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ବନ ବିଭାଗ ଦେଇଥିବା ତାଲିକା ଅନୁଯାଇ ବିଦ୍ୟୁତ ତାରର ଉଚ୍ଚତା ବଢାଯିବ ଓ ସ୍ପାଇକ୍ ଲଗାଯିବ। ସେହିପରି ଧାନ ଫସଲ ବଞ୍ଚାଇବାକୁ ଅନେକ ଲୋକ ଜିଆଇ ତାର ଲଗାଇ ବିଦ୍ୟୁତ ଚାର୍ଜ କରୁଛନ୍ତି। ଏହା ବେଆଇନ୍। ଯେଉଁମାନେ ହୁକ ପକାଇ ଏଭଳି ବେଆଇନ କାମ କରୁଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ।

ସେହିପରି ବନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ସମନ୍ୱୟରେ ହାତୀ ଯିବା ଆସିବା ଅଚଂଳରେ ନିୟମିତ ପାଟ୍ରୋଲିଂ କରିବାକୁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଗତମାସରେ ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ହାତୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ବାରହା ଶୀକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି  ବରଗଡ଼ ଜିଲ୍ଲାରେ ଆଉ ୨ ହାତୀ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story