ମିଳିଲାନି ପ୍ରମାଣ, ଖସିଗଲେ ୮ ମାଓ ଅଭିଯୁକ୍ତ; କେଉଁ ଆକ୍ରମଣରେ ଥିଲେ ସମ୍ପୃକ୍ତ

ନୟାଗଡ଼: ପ୍ରମାଣ ଅଭାବରୁ ୮ ମାଓ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଓ ଦୌରାଜଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନୟାଗଡ଼ ରିଜର୍ଭ ବାରାକ ଓ ଅସ୍ତ୍ରାଗାର ଲୁଟ ଘଟଣାରେ ଆାଜି ଏମାନେ ସମସ୍ତେ ଖଲାସ ହୋଇଛନ୍ତି। ପୂର୍ବରୁ ନୟାଗଡ଼ରେ ହୋଇଥିବା ୪ଟି ମାମଲାରେ ଏମାନେ ଦଣ୍ଡ ମୁକ୍ତ ହୋଇସାରିଥିଲେ। ୨୦୦୮ ମସିହାରେ ନୟାଗଡ଼ ଦଶପଲ୍ଲା ଥାନା, ନୂଆଗାଁ ଥାନା, ମହିପୁର ଫାଣ୍ଡି, ନୟାଗଡ଼ ଥାନା, ଅସ୍ତ୍ରାଗାର, ପୋଲିସ ଟ୍ରେନିଂ ସ୍କୁଲ ଓ ଅସ୍ତ୍ରାଗାର […]

naxal release

naxal release

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 03:59 PM IST

Sports

Latest News

ନୟାଗଡ଼: ପ୍ରମାଣ ଅଭାବରୁ ୮ ମାଓ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଓ ଦୌରାଜଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନୟାଗଡ଼ ରିଜର୍ଭ ବାରାକ ଓ ଅସ୍ତ୍ରାଗାର ଲୁଟ ଘଟଣାରେ ଆାଜି ଏମାନେ ସମସ୍ତେ ଖଲାସ ହୋଇଛନ୍ତି। ପୂର୍ବରୁ ନୟାଗଡ଼ରେ ହୋଇଥିବା ୪ଟି ମାମଲାରେ ଏମାନେ ଦଣ୍ଡ ମୁକ୍ତ ହୋଇସାରିଥିଲେ।

୨୦୦୮ ମସିହାରେ ନୟାଗଡ଼ ଦଶପଲ୍ଲା ଥାନା, ନୂଆଗାଁ ଥାନା, ମହିପୁର ଫାଣ୍ଡି, ନୟାଗଡ଼ ଥାନା, ଅସ୍ତ୍ରାଗାର, ପୋଲିସ ଟ୍ରେନିଂ ସ୍କୁଲ ଓ ଅସ୍ତ୍ରାଗାର ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗର ରଣଜିତ ସାଣା ଓ ରବି ଦୁଲାଇ, ଝାଡ଼ଖଣ୍ଡର ଆଶୁତୋଷ ସୋରେନ, ରଣପୁରର କମଳକାନ୍ତ ସେଠୀ, ଚନ୍ଦ୍ରାବତୀ ଟୁକୁରୁକା, ପୁରୀ ଡ଼େଲାଙ୍ଗର କିଶୋର ଜେନା, ଆସ୍କା ଅଞ୍ଚଳର ବିକ୍ରମ ମଲ୍ଲିକ ଓ ସୁଶୀଲ ବେହେରା ଗିରଫ ହୋଇଥିଲେ। ମାତ୍ର ପ୍ରମାଣ ଅଭାବରୁ କୋର୍ଟ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story