ହରିଶଙ୍କର ଯାଉଥିଲେ, ଗଛରେ ପିଟି ହେଲା କାର୍‌

ପଦ୍ମପୁର (ଓଡ଼ିଶା ରିପୋର୍ଟର): ହରିଶଙ୍କର ଦର୍ଶନ କରିବାକୁ ଯାଉଥିବା ବେଳେ ବାଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ଜିଲ୍ଲା ବୁଡ଼େନ ଥାନା ଅନ୍ତର୍ଗତ ପାଟଣାଗଡ଼ ରାସ୍ତାର ସୁଲିଆ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଆହତମାନେ ଛତିଶଗଡ଼ର ବିଳାସପୁରର ବାସିନ୍ଦା। ଆଜି ସକାଳେ ସେମାନେ ଆଉ ତିନି ଜଣ ସଂପର୍କୀୟଙ୍କ ସହିତ ବିଳାସପୁରରୁ ଏକ କାର୍‌ରେ ହରିଶଙ୍କର ଦର୍ଶନ କରିବାକୁ ଯାଉଥିଲେ। ହେଲେ ପାଟଣାଗଡ଼ […]

accident

accident

Tapaswini Nayak
  • Published: Sunday, 12 June 2022
  • Updated: 12 June 2022, 01:26 PM IST

ପଦ୍ମପୁର (ଓଡ଼ିଶା ରିପୋର୍ଟର): ହରିଶଙ୍କର ଦର୍ଶନ କରିବାକୁ ଯାଉଥିବା ବେଳେ ବାଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ଜିଲ୍ଲା ବୁଡ଼େନ ଥାନା ଅନ୍ତର୍ଗତ ପାଟଣାଗଡ଼ ରାସ୍ତାର ସୁଲିଆ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା।

ଆହତମାନେ ଛତିଶଗଡ଼ର ବିଳାସପୁରର ବାସିନ୍ଦା। ଆଜି ସକାଳେ ସେମାନେ ଆଉ ତିନି ଜଣ ସଂପର୍କୀୟଙ୍କ ସହିତ ବିଳାସପୁରରୁ ଏକ କାର୍‌ରେ ହରିଶଙ୍କର ଦର୍ଶନ କରିବାକୁ ଯାଉଥିଲେ। ହେଲେ ପାଟଣାଗଡ଼ ରାସ୍ତାର ସୁଲିଆ ଗାଁ ନିକଟରେ ଦ୍ରୁତ ଗତିରେ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଆଉ ୩ ଜଣଙ୍କର କିଛି ହୋଇନାହିଁ।

ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ପଦ୍ମପୁର ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରିଥିଲା। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story