ପ୍ରେମ ହେଲା କାଳ: ୭ ଜଣ ସାଙ୍ଗଙ୍କ ସହ ମିଶି ୪ ଦିନ ଗଣ ଦୁଷ୍କର୍ମ କଲା ପ୍ରେମିକ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରୁ ଆସିଛି ଏକ ହୃଦୟ ଦୋହଲାଇ ଦେବା ଭଳି ଘଟଣା। ଖୁଣ୍ଟା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଦେଇ ଜଣେ ଯୁବକ ଉଦଳା ଆଣି ୪ ଦିନ ୭ ଜଣ ସାଙ୍ଗଙ୍କ ସହ ମିଶି ଅମାନୁଷିକ ଭାବେ ଗଣ ଦୁଷ୍କର୍ମ କରିଛି। କୌଣସି ପ୍ରକାରେ ଯୁବତୀ ଜଣଙ୍କ ସେମାନଙ୍କ କଳବରୁ ଖସି ଆସିବା ପରେ ଘଟଣା ପଦାକୁ ଆସିଛି। ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ […]

udala gang rape 3

udala gang rape 3

Rakesh Mallick
  • Published: Sunday, 07 May 2017
  • Updated: 07 May 2017, 04:30 PM IST

Sports

Latest News

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରୁ ଆସିଛି ଏକ ହୃଦୟ ଦୋହଲାଇ ଦେବା ଭଳି ଘଟଣା। ଖୁଣ୍ଟା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଦେଇ ଜଣେ ଯୁବକ ଉଦଳା ଆଣି ୪ ଦିନ ୭ ଜଣ ସାଙ୍ଗଙ୍କ ସହ ମିଶି ଅମାନୁଷିକ ଭାବେ ଗଣ ଦୁଷ୍କର୍ମ କରିଛି। କୌଣସି ପ୍ରକାରେ ଯୁବତୀ ଜଣଙ୍କ ସେମାନଙ୍କ କଳବରୁ ଖସି ଆସିବା ପରେ ଘଟଣା ପଦାକୁ ଆସିଛି। ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଯୁବତୀଙ୍କ ଅଭିଯୋଗ ଅନୁସାରେ ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣଙ୍କ ତାଙ୍କୁ ଉଦଳା ନେଇ ଆସିଥିଲେ। ସେଠାରେ ଯୁବକ ଜଣଙ୍କ ଦୁଇ ଜଣ ସାଙ୍ଗଙ୍କ ସହ ମିଶି ରାତି ସାରା ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ପରଦିନ ଯୁବକଙ୍କ ଆଉ ଦୁଇ ଜଣ ସାଙ୍ଗ ଆସି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଖାଇବା ପିଇବାକୁ ନ ଦେଇ ଅଭିଯୁକ୍ତ ମାନେ ଦୁଇଦିନ ଧରି ବାରମ୍ବାର ଦୁଷ୍କର୍ମ କରିଥିଲେ। ଏତିକିରେ ଅତ୍ୟାଚାର ସରି ନ ଥିଲା। ଦୁଇ ଦିନ ପରେ ଯୁବକଙ୍କ ଆଉ ୩ ଜଣ ସାଙ୍ଗ ଆସି ଦୁଷ୍କର୍ମ କରିଥିଲେ। ଏପରିକି ଯୁବତୀ ଜଣଙ୍କୁ ସେମାନେ ପାଳି କରି ଜଗୁ ଥିଲେ। ତେବେ ଅଭିଯୁକ୍ତମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ କୌଣସି ପ୍ରକାରେ ଯୁବତୀ ଜଣଙ୍କ ସେଠାରୁ ଖସି ଆସି ଉଦଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story