ଅଭିମନ୍ୟୁ ସେଠୀ ହତ୍ୟା ମାମଲାରେ ୮ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଭାବସର ଗାଁରେ ଅଭିମନ୍ୟୁ ସେଠୀ ହତ୍ୟା ମାମଲାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ୍। ଗାଁ ଲୋକଙ୍କ ସହ ପାଟିତୁଣ୍ଡ ଯୋଗୁଁ ଅଭିମନ୍ୟୁ କିଛି ଦିନ ହେଲା ଗାଁ ଛାଡ଼ି ଶ୍ୱଶୁର ଘର କୁଲାଡରେ ପରିବାର ସହ ରହିଆସୁଥିଲେ।  କିନ୍ତୁ ତାଙ୍କ ମାଆ ଗାଁରେ ରହୁଥିଲେ। ଗତକାଲି ଅଭିମନ୍ୟୁ ମାଆଙ୍କୁ ଦେଖିବାକୁ ଗାଁକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ପୁଣି ଗାଁ ଲୋକଙ୍କ ସହ  ତାଙ୍କର ପାଟିତୁଣ୍ଡ ହୋଇଥିଲା। ଗାଁର କିଛି ଲୋକ […]

mm

mm

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 11:52 AM IST

Sports

Latest News

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଭାବସର ଗାଁରେ ଅଭିମନ୍ୟୁ ସେଠୀ ହତ୍ୟା ମାମଲାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ୍।

ଗାଁ ଲୋକଙ୍କ ସହ ପାଟିତୁଣ୍ଡ ଯୋଗୁଁ ଅଭିମନ୍ୟୁ କିଛି ଦିନ ହେଲା ଗାଁ ଛାଡ଼ି ଶ୍ୱଶୁର ଘର କୁଲାଡରେ ପରିବାର ସହ ରହିଆସୁଥିଲେ।  କିନ୍ତୁ ତାଙ୍କ ମାଆ ଗାଁରେ ରହୁଥିଲେ। ଗତକାଲି ଅଭିମନ୍ୟୁ ମାଆଙ୍କୁ ଦେଖିବାକୁ ଗାଁକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ପୁଣି ଗାଁ ଲୋକଙ୍କ ସହ  ତାଙ୍କର ପାଟିତୁଣ୍ଡ ହୋଇଥିଲା। ଗାଁର କିଛି ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story