ଏପଟେ ଥିଲା ମା’ଙ୍କ ମହାଷ୍ଟମୀ ପୂଜା, ସେପଟେ ନବମ ଶ୍ରେଣୀ ଝିଅ ସହ ଚାଲିଥିଲା...

ଆଳି(ବନମାଲି ସାହୁ):ଗୋଟିଏ ପଟେ ଦୁଷ୍ଟଶକ୍ତି ବିନାଶିନୀ ତଥା ମହାମାୟା ମା’ ଦୁର୍ଗତିନାଶିନୀଙ୍କ ଚାଲିଥିଲା ପୂଜାର୍ଚ୍ଚନା। ହେଲେ ସେପଟେ କିନ୍ତୁ ଦୁଷ୍ଟଶକ୍ତି କରିଚାଲୁଥିଲେ ପାଶବିକ ଅତ୍ୟାଚାର। ଜଣେ ନୀରିହ ନାବାଳିକାର ହେଉଥିଲା ଇଜ୍ଜତ୍‌ ଲୁଟ୍‌। ଏମିତି ଏକ ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଂଚଳରୁ ଆସିଛି।  ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଗତ ୬ତାରିଖ ଥିଲା ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା। ସବୁଠି ମା’ଙ୍କୁ […]

321-1

321-1

Tapas Behera
  • Published: Wednesday, 09 October 2019
  • Updated: 09 October 2019, 04:59 PM IST

Sports

Latest News

ଆଳି(ବନମାଲି ସାହୁ):ଗୋଟିଏ ପଟେ ଦୁଷ୍ଟଶକ୍ତି ବିନାଶିନୀ ତଥା ମହାମାୟା ମା’ ଦୁର୍ଗତିନାଶିନୀଙ୍କ ଚାଲିଥିଲା ପୂଜାର୍ଚ୍ଚନା। ହେଲେ ସେପଟେ କିନ୍ତୁ ଦୁଷ୍ଟଶକ୍ତି କରିଚାଲୁଥିଲେ ପାଶବିକ ଅତ୍ୟାଚାର। ଜଣେ ନୀରିହ ନାବାଳିକାର ହେଉଥିଲା ଇଜ୍ଜତ୍‌ ଲୁଟ୍‌। ଏମିତି ଏକ ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଂଚଳରୁ ଆସିଛି।  ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି।

ଗତ ୬ତାରିଖ ଥିଲା ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା। ସବୁଠି ମା’ଙ୍କୁ ନେଇ ଆଧ୍ୟାତ୍ମିକ ପରିବେଶ। ଗୋଟିଏ ପଟେ ନାରୀଶକ୍ତିର ପୂଜାଆରଧନା ଚାଲୁଥିବା ବେଳେ ସେହି ରାତିରେ ସେହି ନାରୀ ଜାତିର ଜଣେ କୋମଳ ନାବାଳିକା ପ୍ରତି ହେଉଥିଲା କୁତ୍ସିତ କାରନାମା। ଉକ୍ତ ଦିନ ରାତିରେ ସମ୍ପୃକ୍ତ ଝିଅଟି ବାହାରକୁ ଉଠିଥିବା ବେଳେ୨ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଦୁଷ୍କର୍ମ ପରେ ୨ଜଣ ଯୁବକ ଘରପାଖରେ ଫୋପାଡ଼ି ଦେଇ ଚାଲିଯାଇଥିଲେ। ଘର ଲୋକେ ଖୋଜା ଖୋଜି କରିବା ପରେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ଗାଁର କିଛି ଲୋକ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲେ। ଏଥିରେ ଛାତ୍ରୀଙ୍କ ପରିବାର ଲୋକେ ରାଜି ନ ହେବାରୁ ଯୁବକଙ୍କ ଘର ଲୋକେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଆଳି ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିବା ସହ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story