୯ ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନୂଆ ବର୍ଷରେ ୯ବର୍ଷରେ ପାଦ ଦେଇଛି କମିଶନରେଟ୍ ପୋଲିସ୍। ୨୦୦୮ ଜାନୁୟାରୀ ୧ ତାରିଖରେ ଆରମ୍ଭ ହୋଇଥିଲା କଟକ-ଭୁବନେଶ୍ୱର ଟ୍ୱିନସିଟି ପୋଲିସ କମିଶନରେଟ୍। ଏହା ମଧ୍ୟରେ ଅନେକ ଉତଥାନ ପତନ ହୋଇଛି। ପୋଲିସ କମିଶନର ଆର.ପି. ଶର୍ମା କହିଛନ୍ତି, ଚଳିତବର୍ଷ ମହିଳା, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ଅଧିକ ଗରୁତ୍ୱ ଦିଆଯିବ। ସେହିପରି ସାଇବର ଅପରାଧ ରୋକିବା ପାଇଁ ପଦକ୍ଷେପ ନିଆଯିବ।

ଆହୁରି ପଢ଼ନ୍ତୁ

ସ୍ୱାମୀ ଶୋଇପଡ଼ିବା ପରେ…

ସ୍ୱାଧୀନତା ଦିବସ ପାଇଁ ଆଉ ଏକ ଜିଲ୍ଲାରେ ଶଟ୍‌ଡାଉନ୍ କଟକଣା‌ କୋହଳ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ମାଲକାନଗିରିରେ ବନ୍ୟା ପରିସ୍ଥିତି; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଲେ ହାଇକୋର୍ଟ

୧୫ରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜୟଦେବ ବିହାରରେ ଏକ ହୋଟେଲର ୧୮ କର୍ମଚାରୀଙ୍କୁ କରୋନା