ଜାଲରେ ଲାଗିଲା ୬ଫୁଟର ନାଗ ସାପ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଜାଲରେ ଲାଗିଯାଇଥିଲା ୬ ଫୁଟର ନାଗ ସାପ। ଜାଲ କାଟି ନାଗସାପକୁ ଉଦ୍ଧାର କରିଛନ୍ତି ଗାଁ ଲୋକେ। ଏଭଳି ଦୃଶ୍ୟ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ରାଢୋ ଗାଁରେ ଦେଖିବାକୁ ମିଳିଛି। ବିଲରେ ଗାଇଗୋରୁ ନପିଶିବା ଲାଗି ଚାଷୀ ଜାଲ ବାନ୍ଧିଥିଲେ। ହେଲେ ଖାଦ୍ୟ ଅନ୍ୱେଷଣରେ ନାଗସାପ ବିଲରେ ପଶିବା ବେଳେ ତାର ଜାଲରେ ଗୁଡ଼ାଇ ହୋଇଯାଇଥିଲା। ଗାଁ ଲୋକେ ତାର ଜାଲକୁ କାଟି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି।

snake

snake

Tapaswini Nayak
  • Published: Tuesday, 20 October 2020
  • Updated: 20 October 2020, 09:05 AM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ଜାଲରେ ଲାଗିଯାଇଥିଲା ୬ ଫୁଟର ନାଗ ସାପ। ଜାଲ କାଟି ନାଗସାପକୁ ଉଦ୍ଧାର କରିଛନ୍ତି ଗାଁ ଲୋକେ। ଏଭଳି ଦୃଶ୍ୟ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ରାଢୋ ଗାଁରେ ଦେଖିବାକୁ ମିଳିଛି।

ବିଲରେ ଗାଇଗୋରୁ ନପିଶିବା ଲାଗି ଚାଷୀ ଜାଲ ବାନ୍ଧିଥିଲେ। ହେଲେ ଖାଦ୍ୟ ଅନ୍ୱେଷଣରେ ନାଗସାପ ବିଲରେ ପଶିବା ବେଳେ ତାର ଜାଲରେ ଗୁଡ଼ାଇ ହୋଇଯାଇଥିଲା। ଗାଁ ଲୋକେ ତାର ଜାଲକୁ କାଟି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story