୧୦ମ ରାଉଣ୍ଡ ଗଣତି ଶେଷ, ବର୍ଷାଙ୍କଠାରୁ ୧୯,୪୨୫ ଖଣ୍ଡ ଭୋଟ୍‌ରେ ପ୍ରଦୀପ ପଛୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁରରେ ୨୩ ରାଉଣ୍ଡ ଗଣତିରୁ ୧୦ ରାଉଣ୍ଡ ଶେଷ ହୋଇଥିବା ବେଳେ ବିଜେଡି ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ଆଗରେ ରହିଥିବା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୦ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ ପୁରୋହିତଙ୍କଠାରୁ୧୯୪୨୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଦଶମ ରାଉଣ୍ଡ ଶେଷ ସୁଦ୍ଧା ୯୩୬୪୪ ଖଣ୍ଡ ଭୋଟ୍‌ ଗଣତି ହୋଇଥିବା ବେଳେ ବିଜେଡିକୁ ୫୪,୧୭୩, ବିଜେପିକୁ ୩୪,୭୪୮ଖଣ୍ଡ ଓ କଂଗ୍ରେସକୁ ୧୯୯୨ […]

PadmapurByPoll

PadmapurByPoll

Tapaswini Nayak
  • Published: Thursday, 08 December 2022
  • Updated: 08 December 2022, 12:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁରରେ ୨୩ ରାଉଣ୍ଡ ଗଣତିରୁ ୧୦ ରାଉଣ୍ଡ ଶେଷ ହୋଇଥିବା ବେଳେ ବିଜେଡି ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ଆଗରେ ରହିଥିବା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୦ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ ପୁରୋହିତଙ୍କଠାରୁ୧୯୪୨୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

ଦଶମ ରାଉଣ୍ଡ ଶେଷ ସୁଦ୍ଧା ୯୩୬୪୪ ଖଣ୍ଡ ଭୋଟ୍‌ ଗଣତି ହୋଇଥିବା ବେଳେ ବିଜେଡିକୁ ୫୪,୧୭୩, ବିଜେପିକୁ ୩୪,୭୪୮ଖଣ୍ଡ ଓ କଂଗ୍ରେସକୁ ୧୯୯୨ ଖଣ୍ଡ ଭୋଟ୍ ମିଳିଛି। ସେହିପରି ଏହି ରାଉଣ୍ଡ ଶେଷ ସୁଦ୍ଧା ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କୁ ୧୬୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶଙ୍କୁ ୧୨୭, ସ୍ୱାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୨୧୨, ଗଙ୍ଗାଧର ସାହାଙ୍କୁ ୧୯୪, ଦେବାର୍ଚ୍ଚନ ନାଏକଙ୍କୁ ୨୬୪, ବୃନ୍ଦାବନ ପୁରୋହିତଙ୍କୁ ୨୪୭ ଓ ଶେଷଦେବ ସାହୁଙ୍କୁ ୫୩୪ ଖଣ୍ଡ ଭୋଟ୍ ମିଳିଛି। ସେହିପରି ନୋଟାରେ ୯୮୬ ଖଣ୍ଡ ଭୋଟ୍ ମିଳିଛି।  

ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story